ଓଡିଶା

ବାଲୁଙ୍କେଶ୍ୱର ବିବାହ ମଣ୍ଡପ ସିଲ

(ଅରୁଣ ସାହୁ/ଭୁବନେଶ୍ୱର): ମହାମାରୀ କରୋନା ପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଛି କୋଭିଡ ଗାଇଡଲାଇନ । ମାସ୍କ ଓ ସାନିଟାଇଜେସନର ବ୍ୟବହାର ସାଙ୍ଗକୁ ସାମାଜିକ ଦୂରତା ରକ୍ଷା କରିବାକୁ ଏଥିରେ ଉଲ୍ଲେଖ ରହିଛି । ତେବେ ସାମାଜିକ, ସାଂସ୍କୃତିକ ଓ ସଭା ଆଦି କାର୍ଯ୍ୟଜ୍ରମର ଆୟୋଜନ ବେଳେ ୫୦ରୁ ଉଦ୍ଧ୍ୱର୍ ଲୋକଙ୍କ ସମାଗମକୁ ସରକାର ଅନୁମତି ଦେଉନଥିବା ବେଳେ ଏହାର ବ୍ୟତିକ୍ରମ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଦେଖାଦେଇଛି । ଏଠାରେ ଥିବା ବାଲୁଙ୍କେଶ୍ୱର ବିବାହ ମଣ୍ଡପରେ ଥିବା ରୋଷଶାଳାରେ ୨୦୦ ଲୋକଙ୍କ ପାଇଁ ହୋଇଥିଲା ରୋଷେଇ । ଏସମ୍ପର୍କରେ ଖବର ପାଇ ବିଏମସି ଅଧିକାରୀ ସେଠାରେ ପହଞ୍ଚି ବିବାହ ମଣ୍ଡପକୁ ସିଲ କରିଛନ୍ତି ।

Related posts

ଶୀର୍ଷ ସ୍ତରରେ ହୀରାକୁଦ ଜଳଭଣ୍ଡାର

mahabharatanews

BCPPER ପାଇଁ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

mahabharatanews

ବାଲୁକା କଳାରେ “ଭୋଟ୍ ଫର୍ ୟୋର ଫ୍ୟୁଚର” 

mahabharatanews