ଓଡିଶା

ରାଜ୍ୟରେ ସ୍ୱାଭାବିକ ହୋଇଛି ମୋ ବସ ସେବା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ମୋ ବସ ସେବା ସ୍ୱାଭାବିକ ହୋଇଛି । କିନ୍ତୁ କେବଳ ୨୯ନଂ ରୁଟ୍‌ରେ ବସ୍‌ ଗଡ଼ିବନି ବୋଲି କୁହାଯାଇଛି । ଆଜିଠାରୁ ରାଜ୍ୟର ୨୯ ରୁଟ ବ୍ୟତୀତ ସବୁ ରୁଟ୍‌ରେ ମୋ ବସ୍ ପୁଣି ଗଡିଛି । ତେବେ ବସ ସେବାରେ କୋଭିଡ଼୍ ନିୟମର କଡା ପାଳନ କରାଯିବାକୁ ନିର୍ଦ୍ଦେଶ ରହିଛି । ଏନେଇ କ୍ୟାପିଟାଲ ରିଜିଅନ୍‌ ଅରବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌) ପକ୍ଷରୁ ସୂଚନା ଦିଆଯାଇଛି । କେବଳ ୨୯ନଂ ରୁଟକୁ ଛାଡ଼ି ବାକି ୨୨ଟି ରୁଟ୍‌ରେ ସମୁଦାୟ ୧୪୪ଟି ମୋ ବସ୍ ଯାତାୟତ କରିବ ।

SR

Related posts

ଆରମ୍ଭ ହେଲା ମତଦାନ, ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ଲକ୍ ହେବ

mahabharatanews

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଧାନ ବସ୍ତା

mahabharatanews

ସୃଷ୍ଟି ହେଉଛି ଏକ ଲଘୁଚାପ 

mahabharatanews