ଅପରାଧ

ମିଥ୍ୟା ଲାଞ୍ଚ ମାମଲାରେ ପୂର୍ବତନ ଭିଜିଲାନ୍ସ ଡିଏସପିଙ୍କୁ ଜରିମାନା

ଭୁବନେଶ୍ୱର: ପୂର୍ବତନ ଭିଜିଲାନ୍ସ ଡିଏସପି ହିମାଂଶୁ ଶେଖର ମିଶ୍ରଙ୍କୁ ରାଜ୍ୟ ମାନବାଧିକାର ଆୟୋଗ ନିର୍ଦ୍ଦେଶ । ମିତ୍ୟା ଲାଞ୍ଚ କାରବାର ଅଭିଯୋଗରେ ଜଣେ ଜେଇଙ୍କୁ ଗିରଫ କରିବାକୁ ନେଇ ୫ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି ମାନବାଧିକାର ଆୟୋଗ ।
୨୦୧୭ ମାର୍ଚ ୨୪ରେ ଢେଙ୍କାନାଳ ଜିଲ୍ଲା କାମାଖ୍ୟାନଗର ଏନଏସି ଜେଇ ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କୁ ଏକ ଲାଞ୍ଚ କାରବାର ଅଭିଯୋଗରେ ଗିରଫ କରିଥିଲେ ହିମାଂଶୁ । ଜେଇଙ୍କ ନାମରେ ଏକ ମିଥ୍ୟା ମାମଲା ମଧ୍ୟ ରୁଜୁ କରାଯାଇଥିଲା । ଏହି ଗିରଫଦାରି ବିରୋଧରେ ରାଜ୍ୟ ମାନବାଧିକାର କମିଶନର ଦ୍ୱାରସ୍ଥ ହୋଇଥିଲେ ରାଜେନ୍ଦ୍ର ପ୍ରସାଦ ମିଶ୍ର ।

Related posts

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଇଡିର ଛାନଭିନ

mahabharatanews

ଗୁପ୍ତେଶ୍ୱର ମନ୍ଦିର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

ବେନିୟମ ଭାବେ ବାଲି ଚାଲାଣ

mahabharatanews