Uncategorized

ଦେଶରେ ଗତ ଗୋଟିଏ ଦିନରେ ୬୫୪ ଜଣଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୪୭ ହଜାର ୭୦୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ଟପିଛି। ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ଲକ୍ଷ ୮୩ ହଜାର ୧୫୬ ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୬୫୪ ଜଣଙ୍କ ପ୍ରାଣ ହରାଇଛନ୍ତି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୩୩ ହଜାର ୪୨୫ କୁ ବୃଦ୍ଧି ପାଇଛି। ଦେଶରେ ଏବେ ୪ଲକ୍ଷ ୯୬ ହଜାର ୯୯୮ ଜଣ ସକ୍ରିୟ ରୋଗୀ ଥିବାବେଳେ ୯ ଲକ୍ଷ ୫୨ ହଜାର ୭୪୩ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ଦେଶରେ କରୋନା ମୃତ୍ୟୁ ୧,୦୯,୧୫୦

mahabharatanews

‘କରୋନା ନିରାକରଣ ପାଇଁ ଆଣ୍ଟିଭାଇରାଲ ଔଷଧ ସହ ସାମାଜିକ ଦୂରତା ଜରୁରୀ’

mahabharatanews

ଭାରତ ହେବ ରକ୍ଷା ବିନିର୍ମାଣ କେନ୍ଦ୍ର: ପ୍ରତିରକ୍ଷା ମନ୍ତ୍ରୀ

mahabharatanews