ଓଡିଶା

ବିଧାୟକ ଅମର ଶତପଥୀଙ୍କ ୪ କର୍ମଚାରୀ କରୋନା ପଜିଟିଭ

ଭୁବନେଶ୍ୱର/ ଆଦର୍ଶ ରାଉତ: ବିଧାୟକ ଅମର ଶତପଥୀଙ୍କ ସରକାରୀ ବାସଭବନରେ କରୋନାର ପାଦ ଚିହ୍ନ। ବିଧାୟକଙ୍କ ପିଏସଓ, ଡ୍ରାଇଭର ଓ ଅନ୍ୟ ୨ କର୍ମଚାରୀ କରେନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ୪ ଜଣଙ୍କ ପରୀକ୍ଷାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହା ପରେ ବିଧାୟକ ଶତପଥୀ କ୍ଵରେଣ୍ଟିନରେ ରହିଛନ୍ତି । ଆଣ୍ଟିବଡି ଟେଷ୍ଟରେ ସେ ଓ ତାଙ୍କର ପୂରା ପରିବାରର ସଦସ୍ୟ କରୋନା ମୁକ୍ତ ଅଛନ୍ତି । ତାଙ୍କ ୪ କର୍ମଚାରୀ ପଜିଟିଭ ବାହାରିବା ପରେ ଅମର ଶତପଥୀ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।

Related posts

ସମାଜର ସୁରକ୍ଷା ନେଇ ବାଲୁକାକଳା ମାଧ୍ୟମରେ ବାର୍ତା

mahabharatanews

ବିଳମ୍ବିତ ରାତିରେ ସୋର ରେଳ ଷ୍ଟେସନରେ ଅଗ୍ନିକାଣ୍ଡ

mahabharatanews

ପ୍ରାୟ ୨ ଲକ୍ଷ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌, ଆସନ୍ତାକାଲି ଖୋଲିବ ଭୋଟ ବାକ୍ସ

mahabharatanews