ଓଡିଶା

ବିଳମ୍ବିତ ରାତିରେ ସୋର ରେଳ ଷ୍ଟେସନରେ ଅଗ୍ନିକାଣ୍ଡ

ସୋର: ବାଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଷ୍ଟେସନରେ ଥିବା ଟିକେଟ୍ କାଉଣ୍ଟର ଓ ରିଜର୍ଭେସନ କାଉଣ୍ଟରକୁ ଲାଗି ରହିଥିବା ବିଦ୍ୟୁତ୍ କଣ୍ଟ୍ରୋଲ ରୁମରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ତେବେ ଟିକେଟ୍ କାଉଣ୍ଟରରେ ଶୋଇଥିବା ରେଳ କର୍ମଚାରୀ ଅଳ୍ପକେ ନିଆଁରୁ ବର୍ତ୍ତିଯାଇଛନ୍ତି ।
ବିଳମ୍ବିତ ରାତିରେ ଷ୍ଟେସନର ବିଦ୍ୟୁତ୍ କଣ୍ଟ୍ରୋଲ ରୁମରୁ ଧୂଆଁ ବ।।ହାରିଥିଲା । ଦେଖୁଦେଖୁ ସମଗ୍ର ଅଞ୍ଚଳରେ ଧୁଆ ଖେଳିଯାଇଥିଲା । ସଙ୍ଗେ ସଙ୍ଗେ ଖବର ପାଇ ସୋର ଦମକଳ ବାହିନୀର ଦୁଇଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

 

Related posts

ଆଜି ପୋଢୁଆଁ ହେବେ ମହାପ୍ରଭୁ 

mahabharatanews

ଉତ୍କଳ ବିକାଶ ପରିଷଦ ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟନ

mahabharatanews

୧୨ରେ ଆସୁଛି ଏକ ଘୂର୍ଣ୍ଣିବଳୟ

mahabharatanews