Uncategorized

ଜମ୍ମୁ କାଶ୍ମୀରର ପହଲଗାମରେ ଭୂକମ୍ପର ଝଟ୍‌କା

ଶ୍ରୀନଗର: ଶନିବାର ଭୋର ସମୟରେ ଥରିଉଠିଲା ଜମ୍ମୁ ଓ କାଶ୍ମୀର । ଜମ୍ମୁ କାଶ୍ମୀରର ପହଲଗାମ୍ ଅଞ୍ଚଳରେ ଆଜି ଭୋର ୪ଟା ୨୯ ମିନିଟ୍‌ରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ନାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ କୁହାଯାଇଛି, ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଭୋରୁ ଭୋରୁ କମ୍ପନ ହେବାରୁ ଲୋକେ ଭୟରେ ଘରୁ ବାହାରି ଆସିଥିଲେ । ତେବେ ଏହି ଭୂକମ୍ପରେ ହୋଇଥିବା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

 

Related posts

୨୦୦ ଟ୍ରେନ ରଦ୍ଦ, ୪୫୦ କୋଟି କ୍ଷତି

mahabharatanews

ସମ୍ପର୍କୀୟା ଖୁଡିଙ୍କୁ ଦୁଷ୍କର୍ମ ଅଭିଯୋଗ, ପୁତୁରା ଗିରଫ

mahabharatanews

ଏହି ଫିଲ୍ମରେ ଏକାଠି ନଜର ଆସିବେ ବାପା-ପୁଅ

mahabharatanews