ଓଡିଶା

ହତ୍ୟା ଅଭିଯୁକ୍ତର ଜେଲରେ ମୃତ୍ୟୁ

ବଲାଙ୍ଗୀର: ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ବଲାଙ୍ଗୀର ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ମୃତ କଏଦୀଙ୍କ ନାମ ଗଣେଶ ନାଗ । ଏକ ହତ୍ୟା ମାମଲାରେ ଗଣେଶ ନାଗଙ୍କୁ ବଲାଙ୍ଗୀର ଜେଲ୍‌ରେ ରଖାଯାଇଥିଲା ।
ବଲାଙ୍ଗୀର ସଦର ଥାନା ଅଧୀନ ବାରପୁଗୁଡିଆରେ ଗାଁର ଗଣେଷ ନାଗ ୨୦୧୮ରେ ନିଜ ସ୍ତ୍ରୀଙ୍କ ହତ୍ୟା ମାମଲାରେ ଗିରଫ ବଲାଙ୍ଗୀର ଜେଲରେ ସଜା କାଟୁଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ଜେଲ କର୍ତ୍ତୃପକ୍ଷ ଡାକ୍ତରୀ ଚିକିତ୍ସା ପ୍ରଦାନ କରିଥିଲେ । କିନ୍ତୁ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି ।

 

Related posts

ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ଅବକାସକାଳୀନ ଶିକ୍ଷା.

mahabharatanews

୨୨୦ ଜଣ ଓଏଏସ ଅଫୀସରଙ୍କ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର

mahabharatanews

ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ନେଲେ ସୁଲୋଚନା

mahabharatanews