ଓଡିଶା

୨୦ ଫୁଟ ତଳକୁ ଖସିଲା ପିକ ଅପ ଭ୍ୟାନ: ୫ ଆହତ

ଜି.ଉଦୟଗିରି: ଜି.ଉଦୟଗିରି କଳିଙ୍ଗା ଘାଟି ନିକଟରେ ଭାରସାମ୍ୟ ହରାଇ ୨୦ ଫୁଟ୍ ତଳକୁ ଖସିପଡିଲା ପିକ୍‌ଅପ୍ ଭ୍ୟାନ୍ । ଫଳରେ ଭ୍ୟାନରେ ଥିବା ୫ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଜି.ଉଦୟଗିରି କଳିଙ୍ଗା ଘାଟି ନିକଟରେ ଏକ ମାଲ୍ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଭାରସାମ୍ୟ ୨୦ ଫୁଟ ତଳକୁ ଖସିଯାଇଛି । ଏହି ଦୁର୍ଘଟଣାରେ ୫ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

 

Related posts

କରୋନା ଉଜାଡି ଦେଇଛି ବାରିକ ସମାଜର ଜୀବିକା

mahabharatanews

ଗୋରୁମହିଷାଣୀ ଲୌହ ଖଣି ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ଧାରଣା

mahabharatanews

ସମୟର ଆହ୍ୱାନ: ମୁଁ ଛାଡି ଆମେକୁ ଆପଣାଉ ରାଜ୍ୟ ବିଜେପି

mahabharatanews