ଓଡିଶା

ଆସିଲା ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ,

(ଭୁବନେଶ୍ୱର) ; ପାରେଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞନ ମହାପତ୍ରଙ୍କ ମୃତ୍ୟୁ ମମଲାରେ ଅସିଲା ସୌମ୍ୟରଞନଙ୍କ ପୋଷ୍ଟମର୍ଟମ ରିପୋର୍ଟ । ସୌମ୍ୟଙ୍କ ପରିବାରକୁ ଦିଆଗଲା ପୋଷ୍ଟମର୍ଟମ ରିପୋର୍ଟ । ମର୍କତନଗର ନଗର ଥାନରୁ ପୋଷ୍ଟମର୍ଟମ ରିପୋର୍ଟ ନେଲେ ପରିବାର । ୯୫% ପୋଡିଯାଇଥିବାରୁ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି । ପୋଷ୍ଟମର୍ଟମ କରିବାର ୬ ଘଣ୍ଟା ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥବା ସୂଚନା । ପାକସ୍ଥଳି ଖାଲିଥିବା ଏବଂ ସେଥିରୁ କୌଣସି ଦୁର୍ଗନ୍ଧ ମଧ୍ୟ ଆସୁନଥିବା ସୂଚନା । ପୋଡା ଦେହରୁ କିରୋସିନ ଗନ୍ଧ ଆସୁଥିବା ଉଲ୍ଲେଖ ରହିଛୀ ରିପୋର୍ଟରେ ।

Related posts

ବଢୁଛି ହାତୀପଲଙ୍କ ଉପଦ୍ରଵ ,ଫସଲ ନଷ୍ଟ ସହ ଭାଙ୍ଗିଲେ ଘର  

mahabharatanews

ଶ୍ରୀମନ୍ଦିରରେ ଠେଲାପେଲା ସ୍ଥିତି, ଦର୍ଶନ ବନ୍ଦ

mahabharatanews

ପୁଣି ୧୧ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews