ଓଡିଶାରାଜନୀତି

ସ୍ତ୍ରୀ ତୋର ସେକ୍ସ ମୋର

ଭୁବନେଶ୍ୱର ; ଆପଣକୁ ଆମେ କଂଗ୍ରେସ ଯୁବ ନେତାଙ୍କ ସେକ୍ସ ନିଶା କଥା ଜଣାଇଥିଲୁ । ଯାହା ରାଜଧାନୀରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ସେ ତ ଥିଲା ପାର୍ଟ ୧ ର କଥା । ଏବେ ଆପଣକୁ ପାର୍ଟ ୨ରେ ବିସ୍ତୃତ ଭାବେ ଜଣାଇବୁ କିଏ ସେ ଯୁବ ନେତା ? ଆଉ ତାଙ୍କର ସେକ୍ସ ପାର୍ଟନର ଡାକ୍ତରାଣୀଙ୍କ କଥା । କିନ୍ତୁ ନିୟମ ଅନୁଯାୟୀ ଆମେ ଏଠି ଡାକ୍ତରାଣୀଙ୍କ ନାମକୁ ଗୋପନ ରଖିବୁ ।
କଂଗ୍ରେସ ଯୁବନେତା ନିହାର ରଞ୍ଜନ ବେହେରା । ଆପଣ ଭାବୁଥିବେ ଆମେ ନିହାର ରଞ୍ଜନ କଥା କାହିଁକି କହୁଛୁ । ଆଜ୍ଞା ଇଏ ହିଁ ସେହି ମହାନ ପୁରୁଷ ଯାହାଙ୍କର ଚର୍ଚ୍ଚା ଆମେ କରୁଛୁ, ଯିଏ ପଣସ ଖାଇବାକୁ ଭଲ ପାଆନ୍ତି କିନ୍ତୁ ଅଠା ନିଜ ମୁଣ୍ଡରେ ବୋଳିବେନି । ଯାହାଙ୍କର ବାହାର ଖାଇବା ପ୍ରତି ବେଶ ଲାଳସା ରହିଛି । ଇଏ ତ ଥିଲେ ଯୁବକଂଗ୍ରେସ ନେତା । ଏବେ ଜାଣିବା ସେହି ମହିଳା ଡାକ୍ତରଙ୍କ ବିଷୟରେ ……. ସେ ହେଇଛନ୍ତି ଜଣେ ଡେଣ୍ଟିଷ୍ଟ । ଡେଣ୍ଟିଷ୍ଟ ହେବା ସହ ସେ ମନର ରୋଗକୁ ମଧ୍ୟ ବେଶ ଭଲଭାବେ ବୁଝିପାରନ୍ତି । ସେଇଥିପାଇଁ ତ ଆମ ଯୁବନେତାଙ୍କର ବେଶ ପ୍ରିୟ ହୋଇପାରିଛନ୍ତି । କିନ୍ତୁ ନିହାର ବାବୁ ଚଲାଇଥିବା ରାଜନୀତିି ଗୋଟିଟା ବୋଧହୁଏ ଦେଖିପାରୁନାହାନ୍ତି । ସେଥିପାଇଁ ଡାକ୍ତରାଣୀଙ୍କ ସ୍ୱାମୀଙ୍କୁ ଧମକ ଦେଇଛନ୍ତି କି ତୋ ସ୍ତ୍ରୀକୁ ତୁ ଡିଭୋର୍ସ ଦେବୁନି । ତୁ ତାକୁ ରଖେ ମୁଁ ସେକ୍ସ କରିବି । ସ୍ୱାମୀ ସ୍ତ୍ରୀର କଳା କାରନାମା ବିଷୟରେ ଜାଣିବା ପରେ ସ୍ତ୍ରୀକୁ ଡିଭୋର୍ସ ଦେବାକୁ କୋର୍ଟକୁ ଧାଉଁଛନ୍ତି ।
ଏଠି ସ୍ତ୍ରୀର ସେକ୍ସ ପାର୍ଟନର ତାହା ନ କରାଇଦେବାକୁ ପ୍ରାଣ ପ୍ରଣେ ଲାଗିପଡିଛନ୍ତି । ଯୁବନେତା ଧମକ ଦେଉଛନ୍ତି କି ଡାକ୍ତର କରିଥିବା କ୍ଲିନକ ଭାଙ୍ଗିଦେବେ । ଯାହାକୁ ନେଇ ଡକ୍ଟର ନୟାପଲ୍ଲୀ ଥାନରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏଥିସହ ପୁଲିସ ମଧ୍ୟ ତୋର କଥା କିଛି ବୁଝିବେ ନାହିଁ ବୋଲି ଏହି ନମ୍ବର (୯୯୩୮୪୦୦୫୦୦) ମାଧ୍ୟମରେ ଧମକ ଆସୁଥିବା ଡାକ୍ତର ଅଭିଯୋଗ କରିଛନ୍ତି । ଏହି ନମ୍ବରକୁ ଯତେବେଳେ କଲ ଗଲା ରିସିଭ କରିଥିଲେ ରସିକିଆ ନେତା ନିହାର ବାବୁ । ଥାନକୁ ଡକରା ପଡିଲା । ନିଜକୁ ବାହୁବଳି ବୋଲାଉଥିବା ଯୁବନେତା ପହଞ୍ଚିଥିଲେ ଜଣେ ପୋର୍ଟାଲର ଖଡାଖିଆ ସାମ୍ବାଦିକକୁ ନେଇ । ଜଣେ ବାହୁବଳି ନେତା ଆଉ ଜଣେ ଖଡାଖିଅ।। ସମ୍ବାଦିକ , ପୁଲିସ ଆଗରେ ମଧ୍ୟ ନିଜର ପତିଆରା ଦେଖାଇଥିଲେ । କିନ୍ତୁ କିଛି କାମ ଦେଲାନି ଦୁଇ ବାବୁଙ୍କର ରୋପ । ପୁଲିସ କେବଳ ଉାର୍ଣର୍ଂ ଦେଇ ଛାଡି ଦେଇଛି ରସିକ ନାଗରକୁ । ଏବେ ଦେଖିବାକୁ ବାକି ରାହିଲା ନାଳୁଆ ନେତା ଆମର ଆଉ କେଉଁ ରାଜନୀତି ଗୋଟି ଚଲାଉଛନ୍ତି ।

Related posts

ଜୁଲାଇ ପ୍ରଥମ ସପ୍ତାହରେ ଲାଗିରହିବ ବର୍ଷା

mahabharatanews

କିନ୍ନୌର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

mahabharatanews

ବାସ୍ତବତାକୁ ଲୁଚାଇବାକୁ ଫ୍ୟାନ କ୍ଲବର ସୃଷ୍ଟି

mahabharatanews