ଓଡିଶା

ଆଜି ଜେରା ହେବାରୁ ବଞ୍ଚିତ ବିଦ୍ୟାଭାରତୀ, ଫେରିଛି କ୍ରାମବ୍ରାଞ୍ଚ..

(ବାଲେଶ୍ୱର): ଗତକାଲି ମାରାଥନ ଜେରାରେ ପ୍ରାୟ ୭୦ଟି ପ୍ରଶ୍ନର ସାମ୍ନା କରିଥିଲେ ବିଦ୍ୟାଭାରତୀ । ଆଜି ପୁଣି କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହେବେ ବୋଲି କଥା ସମ୍ନାକୁ ଆସିଥିଲା କିନ୍ତୁ ଆଜି ସକାଳେ କ୍ରାଇମବ୍ରାଞ୍ଚ ଟିମ୍ ଫେରିଯାଇଥିବା ଜଣା ପଡ଼ିଛି । ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଗତକାଲି ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଉଦଳା ସ୍ଥିତ ଘରେ ଜେରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଦୀର୍ଘ ୬ଘଣ୍ଟା ଧରି ଜେରା କରାଯାଇଥଲା ବିଦ୍ୟାଭାରତୀଙ୍କୁ । ତେବେ ତାଙ୍କ ଠାରୁ କ’ଣ ସୁରାକ୍ ମିଳିଛି ସେ ବିଷୟରେ କିଛି ଖୁଲାସା କରି ନଥିଲା କ୍ରାଇମବ୍ରାଞ୍ଚ ।

Related posts

ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

mahabharatanews

ତୁଳସୀ ସଂସ୍କୃତ ମହାବିଦ୍ୟାଳୟରେ ବିଶ୍ବକପ୍ ହକି ନିମନ୍ତେ ସଚେତନତା ରାଲି

mahabharatanews

ପୁଣି ଜଣେ ଟପ୍ କ୍ୟାଡର ମାଓବାଦୀଙ୍କ ଆତ୍ମସର୍ମପଣ

mahabharatanews