ଓଡିଶା

ରାଜ୍ୟରେ ୪ ବର୍ଷରେ ୧୬୨୧ ଜୀବନ ନେଲାଣି ବଜ୍ରପାତ

ଭୁବନେଶ୍ୱର: ଗତ କିଛି ବର୍ଷ ହେବ ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ରାଜ୍ୟରେ ବିଗତ ୪ ବର୍ଷରେ ବଜ୍ରପାତ ଯୋଗୁଁ ୧୬୨୧ ଲୋକଙ୍କ ମୃତ୍ୟୁ ହୋଇଛି। ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ଏହି ତଥ୍ୟ ଦେଇଛି। ୨୦୧୮ରୁ ବର୍ତ୍ତମାନ ପର୍ଯ୍ୟନ୍ତର ରିପୋର୍ଟ ଉପସ୍ଥାପନ ହୋଇଛି ଗୃହରେ । ବଜ୍ରପାତରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ଦିଆଯାଉଛି ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା । ଏହାସହ ବଜ୍ରପାତର ଆଗୁଆ ସୂଚନା ଜାଣିବାକୁ ଆର୍ଥ ନେଟୱାର୍କ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ୮ଟି ସ୍ଥାନରେ ଲାଇଟନିଂ ଡିଟେକ୍ସନ୍ ସେନ୍ସର ଇନଷ୍ଟଲ ହୋଇଛି ।

 

Related posts

ପ୍ରବାସୀଙ୍କୁ ମାରୁ ମାରୁ ମାରିଦେଲା ପୁଲିସ

mahabharatanews

ଜଙ୍ଗଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହାତୀ ଆକ୍ରମଣ ସନ୍ଦେହ

mahabharatanews

ମହିଳା ଓ କିନ୍ନର ଚଲାଇବେ ଭାରି ମୋଟରଯାନ

mahabharatanews