ଅପରାଧ

ସାମ୍ବାଦିକ ଉପରେ ତାଲିବାନଙ୍କ ଅତ୍ୟାଚାର

(କାବୁଲ) ; ଆଫାଗାନରେ ଚାଲିଛି ତାଲିବାନର ଶାସନ । ତାଲିବାନର ଏହି ମନମୁଖି ଶାସନରେ ବଳି ପଡିଛନ୍ତି ନିରିହ ଲୋକେ । ଆଉ ଦିନକୁ ଦିନ ମହିଳା ମାନଙ୍କ ଉପରେ ମଧ୍ୟ ଅସହ୍ୟ ହେବାରେ ଲାଗିଛି ତାଲିବାନଙ୍କ ଅତ୍ୟାଚାର । ଏବେ ଏହି ତାଲିବାନ ଜାଲରେ ପଡିଛନ୍ତି ସାମ୍ବାଦିକମାନେ । ତାଙ୍କ ନୃଶଂସ କୋପରୁ ବର୍ତ୍ତିପାରି ନାହାନ୍ତି ଏହି ସାମ୍ବାଦିକମାନେ । ଦୁନିଆକୁ ସତ୍ୟତା ଦେଖାଇବା ସେମାନଙ୍କ ପାଇଁ ଦଣ୍ଡନୀୟ ଅପରାଧ ପାଲଟିଛି ।ତାଲିବାନ ଆଫଗାନିସ୍ତାନର ବ୍ୟାପାରରେ ପାକିସ୍ତାନୀ ହସ୍ତକ୍ଷେପ ବିରୋଧରେ କାବୁଲରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ କରୁଥିବା ସାମ୍ବାଦିକମାନଙ୍କ ଉପରେ ହଇଚଇ ସୃଷ୍ଟି କରିଛି । କାହିଁକି ନା ଅନେକ ସାମ୍ବାଦିକଙ୍କୁ ଗିରଫ କରିବା ବଦଳରେ ସେମାନଙ୍କୁ କଷ୍ଟକର ନିର୍ୟ୍ୟାତନା ଦେବା ସହ ସେମାନଙ୍କୁ ମାଡ ମଧ୍ୟ ମାରିଛି ।ତାଲିବାନମାନଙ୍କ ଦ୍ବାରା ମାଡ ମରାଯାଇଥିବା କିଛି ଫଟୋ ମଧ୍ୟ ଏବେ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କ ଆଶ୍ଚର୍ୟ୍ୟ କରିଛି ।

Related posts

ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକର ଜଣେ ନବମ ଶ୍ରେଣୀର ଛାତ୍ରୀ ସହ ପାଶବିକ ଅତ୍ୟାଚାର

mahabharatanews

ଗଞ୍ଜେଇ ଚାଲାଣକାରୀ ପୁଲିସ କନେଷ୍ଟବଳ ଗିରଫ

mahabharatanews

ସୀମା ପାର କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ପାକିସ୍ତାନୀ ରେଞ୍ଜର

mahabharatanews