ଅପରାଧଓଡିଶା

ମାଆକୁ ହତ୍ୟା କଲା ପୁଅ

ବାଲେଶ୍ବର: ପୁଅ ସାଜିଲା ସଇତାନ । ଜନ୍ମ କଲା ମାଆକୁ ତଣ୍ଟି ଚିପି କଲା ହତ୍ୟା । ସାମାନ୍ୟ ଝଗଡ଼ାରୁ ଏଭଳି ଚରମ ନିଷ୍ପତି ନେଇଗଲା ପୁଅ । ସୋରରେ ସିମୁଳିଆ ଥାନା ତାଳପଦା ଗାଁରେ ଅଭାବନୀୟ ଘଟଣା ଘଟିଛି । ମାଆର ତଣ୍ଟି ଚିପି ପୁଅ ମାରି ଦେଇଥିବା ଅଭିଯୋଗ ହୋଇଛି । ଖାଇବା ପିଇବାକୁ ନେଇ ଝଗଡ଼ା ପରେ ତଣ୍ଟି ଚିପି ମାଆକୁ ହତ୍ୟା  କରିଥିବା ବୋହୂ ଅଭିଯୋଗ କରିଛି ।  ଅଭିଯୁକ୍ତ ପୁଅକୁ ଅଟକ ରଖି ପୋଲିସର ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।

Related posts

ଓଡ଼ିଶାରେ ପ୍ଲାଜମା ଥେରାପି

mahabharatanews

ବଢୁଛି ହାତୀ ମୃତ୍ୟୁ ସଂଖ୍ୟା ; ବିଦ୍ୟୁତ୍‌ ଫାଶରେ ଗଲା ଜୀବନ 

mahabharatanews

ମହିଳା ଓ କିନ୍ନର ଚଲାଇବେ ଭାରି ମୋଟରଯାନ

mahabharatanews