ଓଡିଶା

ପୁରୀ ବେଳାଭୁମୀରେ ଗଣେଶଙ୍କ ବାଲୁକ ଚିତ୍ର

(ଜୟନ୍ତ କୁମାର ସେଠୀ / ଗୋପ) ; ପବିତ୍ର ଗଣେଶ ପୂଜା ଅଵସରରେ ବିଶିଷ୍ଟ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଗଣେଶ ପୂଜାର ଅଭିନନ୍ଦନ ଦେଇଛନ୍ତି। ପୁରୀ ବେଳାଭୂମିରେ ସେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ଶୁଭେଚ୍ଛା ଦେଇ ଥିବା ବେଳେ ୭ ହଜାର ରୁ ଅଧିକ କଉଡ଼ି , ଶଙ୍ଖ ଆଦି ବ୍ୟବହାର ହୋଇଛି ଏହି ବାଲୁକା ଚିତ୍ରକଳା ରେ । କୋଭିଡ ମହାମାରୀରେ ସାରା ବିଶ୍ୱ ବାସୀ ଙ୍କୁ ପ୍ରଭୁ ଗଜାନନ ରକ୍ଷା କରିବା ସହ ସାରା ବିଶ୍ୱ ରେ ଶାନ୍ତି ପ୍ରତିଷ୍ଠା ହେଉ ବୋଲି ଏହି ବାଲୁକା ଚିତ୍ରକଳା ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ପ୍ରଭୁ ଗଣେଶ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

 

Related posts

ମାଟ୍ରିକ ପରୀକ୍ଷା ଦେଲେ ସୋରଡା ବିଧାୟକ

mahabharatanews

ପୁଣି ନିଜ ଗଡ ଦଖଲ କଲା ବିଜେଡି: ମୁଖ୍ୟମନ୍ତ୍ରୀଙ୍କୁ ଏବଂ ସହର ବାସୀଙ୍କୁ ଧନ୍ୟବାଦ ଦେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

mahabharatanews

ପିସି ନଦେଲେ ମୁନ୍ସୀପାଲିଟିରେ ହେଉନି କାମ

mahabharatanews