ଅପରାଧଭାରତ

୬୦ ବର୍ଷର ବୃଦ୍ଧାଙ୍କୁ ଦୁଷ୍କର୍ମ

(ଜୟପୁର) ; ମଣିଷ ନିଶା ଶକ୍ତ ଅବସ୍ଥାରେ କେତେ ଯେ ହିଂଶ୍ର ହୋଇପାରେ ତାହା କଳ୍ପନା ବାହରେ । ଜଣେ ୬୦ ବର୍ଷିୟା ବୃଦ୍ଧାଙ୍କୁ ହତ୍ୟା କରି ମୃତଦେହ ସହ ଦୁଷ୍କର୍ମ । ସେ ପୁଣି ଜଣେ ୧୯ ବର୍ଷର ଯୁବକ । ନିଶା ଯେ କେତେ ତଳ ସ୍ତରକୁ ନେଇଯାଏ ତାହା ଇଏ ହେଉଛି ଏକ ଜ୍ୱଳନ୍ତ ଉଦାହରଣ । ଏମିତି ଏକ ଅମାନୁଷିକ ଘଟଣା ଘଟିଛି ରାଜସ୍ଥାନର ହନୁମାନଗଡ ଜିଲ୍ଲାର ପିଲିବାଙ୍ଗ ସହରରେ । ପୁଲିସ କହିବା ଅନୁଯାୟୀ ଯୁବକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ବୃଦ୍ଧାଙ୍କ ଘରେ ପଶିଥିଲେ। ସେ ପ୍ରଥମେ ବୃଦ୍ଧାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ତେବେ ଏଥିରେ ବିଫଳ ହେବା ପରେ ସେ ବୃଦ୍ଧାଙ୍କୁ ହତ୍ୟା କରି ଦେଇଥିଲେ। ତା’ପରେ ମୃତଦେହକୁ ସେ ଦୁଷ୍କର୍ମ କରିଥିଲେ। ତେବେ ପୁୁଲିସ ଯୁବକକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।

Related posts

ହରିୟାଣାରେ ପୁଣି ଇଣ୍ଟରନେଟ୍ ସେବା ବନ୍ଦ,୧୪୪ ଧାରା ଲାଗୁ 

mahabharatanews

ଆଜି ମୋଦୀଙ୍କୁ ଭେଟିବେ ନୀତୀଶ କୁମାର 

mahabharatanews

ପୁଣି ସରକାରଙ୍କ ଦ୍ୱାରା ୫ଟି OTT ପ୍ଲାଟଫର୍ମ ବ୍ୟାନ

mahabharatanews