bharatଭାରତରାଜନୀତିସରକାରଙ୍କୁ କଡା ସମାଲୋଚନା କଲେ ପ୍ରିୟଙ୍କା ଚତୁର୍ବେଦୀ ।mahabharatanewsJuly 20, 2026 by mahabharatanewsJuly 20, 2026027 ରାଜଧାନୀ ଦିଲ୍ଲୀର ଯନ୍ତରମନ୍ତରରେ ଦୀର୍ଘ ଦିନ ଧରି ଅମରଣ ଅନଶନରେ ବସିଥିବା ଯୁବକ ଯୁବତୀଙ୍କ ଉପରେ ଆଜି ପ୍ରଶାସନ ପକ୍ଷରୁ କଡା ବିରୋଧ କରାଯାଇଛି । ଅନ୍ୟପଟେ ସଂସଦରେ ଆଜିଠାରୁ ଆରମ୍ଭ ହୋଇଥଇବା ମୌସୁମୀ...
bharatଖେଳଭାରତବୈଭବଙ୍କ ଆଖିରେ ଲୁହ ଦେଖି ଫ୍ୟାନ୍ସଙ୍କ ମନରେ କୋହ ।mahabharatanewsJuly 13, 2026 by mahabharatanewsJuly 13, 2026035 ପୋଡିୟମରେ କାନ୍ଦିଲେ ବୈଭବ । ତୃତୀୟ ଟି-୨୦ ମ୍ୟାଚ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିନଥିଲା; ବରଂ ତାଙ୍କ ବଦଳରେ ସଞ୍ଜୁ ସାମସନ ଦଳକୁ ଫେରିଥିଲେ। ତଥାପି, ଫଳାଫଳ ଅପରିବର୍ତ୍ତିତ ରହିଲା,...
ଓଡିଶାପର୍ବ ପର୍ବାଣିଭାରତଲୋକସେବା ଭବନରେ ସମସ୍ତ ଅଧିକାରୀ ଓ ଅଫିସରଙ୍କୁ ଭେଟି ବୈଠକ ନେଲେ ମୁଖ୍ୟମନ୍ତ୍ରୀ ।mahabharatanewsJuly 10, 2026 by mahabharatanewsJuly 10, 2026027 ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ପାଇଁ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ବୈଠକରେ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହିତ ସମସ୍ତ...
ଦୁର୍ଘଟଣାଦେଶ ବିଦେଶଭାରତପୁଣିଥରେ ଜଣେ ବ୍ୟକ୍ତିଙ୍କୁ ମାଡି ବସିଲା ସିଂହ ।mahabharatanewsJuly 6, 2026 by mahabharatanewsJuly 6, 2026017 ଗାଇ ଚରାଳିକୁ ମାଡି ବସିଲା ସିଂହ । ଅଧମରା ଅବସ୍ତାରେ ପଡି ରହିଥିଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ପାଲିଟାନା ଠାରେ ଏଠାରେ ଜଣେ ବ୍ୟକ୍ତିଙ୍କୁ ସିଂହ ମାଡି ବସିଥିବାର...
Accidentbharatଦେଶ ବିଦେଶଭାରତଯୋଗାଯୋଗପ୍ରବଳ ବର୍ଷା କାରଣରୁ ଭୁଷୁଡିଗଲା ରେଳ ଷ୍ଟେସନ୍ ଛାତ ।mahabharatanewsJuly 6, 2026 by mahabharatanewsJuly 6, 2026021 ପ୍ରବଳ ବର୍ଷାରେ ଭୁଷୁଡିଗଲା ରେଳ ଷ୍ଟେସନ୍ ଛାତ । ଦେଶର ଅଧିକାଂଶ ରାଜ୍ୟରେ ମୌସୁମୀର ପ୍ରଭାବ ଦେଖାଯାଉଥିବାବେଳେ ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ତେବେ ଏଭଳି ପରିସ୍ଥିତିରେ ଗତକାଲି ରାତିରେ...
ଦେଶ ବିଦେଶଭାରତବିଶ୍ବ ଡୋପିଂ ଅପରାଧରେ ଭାରତ ପୁଣି ଶୀର୍ଷରେmahabharatanewsJuly 2, 2026 by mahabharatanewsJuly 2, 2026022 ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍ (AIU)ର ଡୋପ୍ ଅପରାଧୀଙ୍କ ବିଶ୍ୱ ତାଲିକାରେ ଭାରତ ସବୁଠାରୁ ଖରାପ ଅପରାଧୀ ଭାବରେ ରହିଛି, ସର୍ବାଧିକ 162 ଜଣଙ୍କ ନାମ ରହିଛି, ଯାହା ପୁଣି ଥରେ ଦେଶର କ୍ରୀଡ଼ା ଭୂଦୃଶ୍ୟକୁ...
ଭାରତଆଜିଠାରୁ ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦର…mahabharatanewsJuly 1, 2026 by mahabharatanewsJuly 1, 2026058 ଜୁଲାଇ ପହିଲାରୁ ଶସ୍ତା ହେଲା ଗ୍ୟାସ ଦର । ଗତ କିଛି ଦିନ ଧରି ଲଗାତାର ଗ୍ୟାସ ଦର ବୃଦ୍ଧି ହେଉଥିବା ବେଳେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି . ହୋଟେଲ ରେଷ୍ଟୁରାଣ୍ଟ...
bharatଭାରତଯୋଗାଯୋଗଖୁବଶୀଘ୍ର ଖସିପାରେ ପେଟ୍ରୋଲ ଓ ଡିଜେଲ ଦର ।mahabharatanewsJune 30, 2026 by mahabharatanewsJune 30, 2026024 ଯାତାୟତ କ୍ଷେତ୍ରରେ ଗ୍ରାହକଙ୍କୁ ମିଳିପାରେ ବଡ ଆଶ୍ବସ୍ତି । କାରଣ ଆଗାମୀ ଦିନରେ ଦେଶରେ ହ୍ରାସ ହୋଇପାରେ ତେଲ ଦର । କାରଣ ଆଜି ତେଲ ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଏବଂ...
ଖେଳପର୍ବ ପର୍ବାଣିଭାରତପ୍ରଶିକ୍ଷକ ରିଆନ ଟେନ ଡୋଇସଚେଟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ପ୍ରସ୍ତୁତ ବୋଲି ଘୋଷଣା କରିଛନ୍ତି କିନ୍ତୁ ..mahabharatanewsJune 29, 2026 by mahabharatanewsJune 29, 2026031 ନିକଟରେ ଭାରତୀୟ ସହକାରୀ ପ୍ରଶିକ୍ଷକ ରିଆନ ଟେନ ଡୋଇସଚେଟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ପ୍ରସ୍ତୁତ ବୋଲି ଘୋଷଣା କରିଛନ୍ତି କିନ୍ତୁ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ୧୫ ବର୍ଷୀୟ ବ୍ୟାଟିଂ...
ଓଡିଶାପର୍ବ ପର୍ବାଣିଭାରତରଥଯାତ୍ରାରେ ରଥ ଉପରେ ଚଢିବାକୁ ଏମାନଙ୍କୁ ମନା ।mahabharatanewsJune 26, 2026June 26, 2026 by mahabharatanewsJune 26, 2026June 26, 2026024 ସୁରୁଖୁରୁରେ ପବିତ୍ର ରଥଯାତ୍ରା ସୁପରିଚାଳନା କରିବା ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲାପାଳ ମନୋଜ ସତ୍ୟବାନ ମହଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜୟପୁର ବିଧାୟକ ତାରାପ୍ରସାଦ...