ଓଡିଶା

ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ ହେବାରେ ଲାଗିଲାଣି । ଗତ ୨୪ ଘଣ୍ଟାରେ ୬୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩୯୭ ଓ ଲୋକାଲ ୨୮୩ ଚିହ୍ନଟ ହୋଇଛନ୍ତି । ଏହି ୬୮୦ ଜଣଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସ ବର୍ଗର ୧୧୯ ଜଣ ରହିଛନ୍ତି । ସେହିପରି ଖୋର୍ଦ୍ଧାରୁ ସର୍ବାଧିକ ୨୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୬,୬୬୦ରେ ପହଞ୍ଚିଛି ।

Related posts

ଟ୍ରକ ତଳେ ପ୍ରାଣ ହାରିଲେ ମା ଓ ପୁଅ

mahabharatanews

ସେବା ସମବାୟ ସମିତି ଓ ଧାନମଣ୍ଡିରେ ଦୁର୍ନୀତି

mahabharatanews

ସ୍ୱଚ୍ଛ ଭାରତ ଓ ସୁରକ୍ଷିତ ଭାରତ କାର୍ଯ୍ୟକ୍ରମ ଶୁଭାରମ୍ଭ

mahabharatanews