ଓଡିଶା

ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ ହେବାରେ ଲାଗିଲାଣି । ଗତ ୨୪ ଘଣ୍ଟାରେ ୬୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩୯୭ ଓ ଲୋକାଲ ୨୮୩ ଚିହ୍ନଟ ହୋଇଛନ୍ତି । ଏହି ୬୮୦ ଜଣଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସ ବର୍ଗର ୧୧୯ ଜଣ ରହିଛନ୍ତି । ସେହିପରି ଖୋର୍ଦ୍ଧାରୁ ସର୍ବାଧିକ ୨୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୬,୬୬୦ରେ ପହଞ୍ଚିଛି ।

Related posts

କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ କୋଭିଡ ପରିସ୍ଥିତି ସମୀକ୍ଷା

mahabharatanews

ଭଲ ପାଇ ବିବାହ କଲେ, ପରେ ସନ୍ଦେହ କରି ସ୍ତ୍ରୀକୁ ମାରିଦେଲା ସ୍ୱାମୀ

mahabharatanews

ତଦନ୍ତ ବାହାନାରେ ଡାକି ମାଡ ମାରିଲେ ପୋଲିସ ବାବୁ

mahabharatanews