ଓଡିଶା

୧୧ରେ ନାଏବ ସରପଞ୍ଚ ଲଢ଼େଇ

(ଭୁବନେଶ୍ୱର) : ଏବେ ବି ସରଗରମ ହୋଇପଡିଛି ପଞ୍ଚାୟତ ରାଜନୀତି । ପ୍ରତ୍ୟକ୍ଷ ଭୋଟ ସରିଥିଲେ ହେଁ ନାଏବ ସରପଞ୍ଚ, ବ୍ଳକ ଅଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚାଲିଛି ଅଙ୍କକଷା । ୧୧ ତାରିଖରେ ପଞ୍ଚାୟତରେ ହେବ ନାଏବ ସରପଞ୍ଚ ଲଢ଼େଇ ।

ସୂଚନାନୁଯାୟୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଭୋଟ ହେବ ୧୩ ତାରିଖରେ । ୧୨ରେ ହେବ ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ଏମିତିକି ବିଧାୟକ ଗୋଷ୍ଠୀ ଓ ବିଧାୟକ ବିପକ୍ଷ ଶିବିର ଭିତରେ ପତିଆରା ଲଢ଼େଇ ଦେଖିବାକୁ ମିଳୁଛି କେତେକ ବ୍ଲକରେ । ସମିତିସଭ୍ୟ ଯୋଗାଡ଼ ପାଇଁ ସବୁ ଲାଗି ପଡ଼ିଛନ୍ତି । ଅପରପକ୍ଷରେ ସରପଞ୍ଚ ବିରୋଧରେ ଲଢ଼ିଥିବା ବିଭିନ୍ନ ଗୋଷ୍ଠୀ ଏକାଠି ହେଲେଣି ନାଏବ ସରପଞ୍ଚ ପଦ ହାତରେ ରଖିବା ପାଇଁ । ଏଥିପାଇଁ ବି ଟଙ୍କା କାରାବାର ହେଉଥିବା ଶୁଣିବାକୁ ମିଳୁଛି ।

Related posts

ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ତଦାରଖ କଲେ ୫-ଟି ସଚିବ

mahabharatanews

ଲାଇସେନ୍ସ ପ୍ରାପ୍ତ ସରକାରୀ ମଦଭାଟି ଉପରେ ଚଢାଉ, ୩ ଭାଟି କର୍ମଚାରୀ ଅଟକ

mahabharatanews

ରାଜ୍ୟରେ ଆଜି ୪୮୨ ଜଣ ସଂକ୍ରମିତ ଚିହ୍ନଟ

mahabharatanews