ଓଡିଶା

ଶିକ୍ଷାନୁଷ୍ଠାନରେ ପିଇବା ପାଣି ଓ ORS ମହଜୁଦ ରଖିବାକୁ ନିର୍ଦେଶ

(ଭୁବନେଶ୍ୱର) : ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ‘ଓସେପା’ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି । DEO ଓ DPC ମାନଙ୍କୁ ଚିଠି ଲେଖି ‘ଓସେପାର’ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ମାର୍ଗଦର୍ଶିକା ଜାରି କରିଛନ୍ତି। ଶିକ୍ଷାନୁଷ୍ଠାନରେ ପିଇବା ପାଣି ଓ ORS ମହଜୁଦ ରଖିବାକୁ କୁହାଯାଇଛି। ସେହିପରି ପିଲାମାନଙ୍କୁ ପାଣି ବୋତଲ ସହ ସ୍କୁଲ ପଠାଇବାକୁ ଅବିଭାବକଙ୍କୁ ପରାମର୍ଶ ଦିଆଯାଇଛି।

ସୂଚନାନୁଯାୟୀ , ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପ୍ରସ୍ତୁତ ରହିବାକୁ ଗାଇଡଲାଇନ୍‌ରେ ନିର୍ଦ୍ଦେଶ ରହିଛି। ଶିକ୍ଷାନୁଷ୍ଠାନରେ ପିଇବା ପାଣି ଓ ORS ମହଜୁଦ ରଖିବାକୁ କୁହାଯାଇଛି। ସେହିପରି ପିଲାମାନଙ୍କୁ ପାଣି ବୋତଲ ସହ ସ୍କୁଲ ପଠାଇବାକୁ ଅବିଭାବକଙ୍କୁ ପରାମର୍ଶ ଦିଆଯାଇଛି।

Related posts

ମଜୁରୀ ସମୟରେ ଦେବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ 

mahabharatanews

୧୧ କେଜିର ବଜ୍ରକାପ୍ତା ଉଦ୍ଧାର

mahabharatanews

୪୪ଟି ଅସ୍ଥାୟୀ ମାର୍କେଟ ଖୋଲିବ ବିଏମସି

mahabharatanews