ଓଡିଶାରାଜନୀତି

ନାଳ ପାଣିରେ ପଶି  ପ୍ରତିବାଦ କଲେ ବିଧାୟକ ମହମ୍ମଦ ମୋକିମ

କଟକ : ନାଳ ପାଣିରେ ପଶି  ପ୍ରତିବାଦ କଲେ ବିଧାୟକ ମହମ୍ମଦ ମୋକିମ । ପେଟାନାଳର ପୁନରୁଦ୍ଧାର ନେଇ କଟକରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ପ୍ରତିବାଦ କରିଛନ୍ତି । ପେଟାନାଳର ପୁନରୁଦ୍ଧାର ନହେଲେ ଆଗାମୀ ଦିନରେ ପ୍ରତିବାଦ ସହ ମହାନଗର ନିଗମ କାର୍ଯ୍ୟାଳୟ ବାହାରେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି ବିଧାୟକ ।

କେବଳ ଏତିକି ନୁହେଁ ଆଗକୁ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବେ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ୍ । ପେଟାନାଳ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟରେ ଜାଣିସୁଣି ବିଳମ୍ବ କରାଯାଉଥିବା ଅଭିଯୋଗ କରି ଜନ ସମ୍ପର୍କ ପଦ ଯାତ୍ରା କରିଛନ୍ତି ବିଧାୟକ ।  ଏହି ପଦଯାତ୍ରାରେ ମୋକିମଙ୍କ ସହ ତାଙ୍କ ସମର୍ଥକ ଓ ସ୍ଥାନୀୟ ଲୋକ ମଧ୍ୟ ସାମିଲ ହୋଇଥଲେ ।

Related posts

ଟାଣୁଆ ନେତା ବବିଙ୍କୁ ଗୋଟିଏ ପ୍ରଶ୍ନ

mahabharatanews

ଓଡ଼ିଆ ଯବାନ ସଂଗ୍ରାମ ଜେନାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

mahabharatanews

ପୋଲ ତଳକୁ ଖସିପଡିଲା କେରଳରୁ କୋଲକାତା ଆସୁଥିବା ପ୍ରବାସୀଙ୍କ ବସ

mahabharatanews