ଓଡିଶା

ଅସହାୟଙ୍କ ପାଇଁ ସଙ୍କଟମୋଚକ 5T ସଚିବ ଭି କେ ପାଣ୍ଡିଆନ୍‌

ଅସହାୟଙ୍କ ପାଇଁ ସଙ୍କଟମୋଚକ 5T ସଚିବ ଭି କେ ପାଣ୍ଡିଆନ୍‌ । ପୁଣି ଚର୍ଚ୍ଚାରେ 5T ସଚିବ । ଜନ ସେବାରୁ ନିବୃତ୍ତ କରିପାରିଲା ନାହିଁ କାର୍ଯ୍ୟବ୍ୟସ୍ତତା । ମଧ୍ୟରାତ୍ରରେ ବି ଅସହାୟ ପରିବାରକୁ ସହଯୋଗର ହାତ ବଢାଇଲେ ।ଗୋଟିଏ ଟୁଇଟ ପରେ ବାଙ୍ଗଲୋର ରେ ଥାଇ ସହାୟତା ର ହାତ ବଢ଼ାଇଲେ ସଚିବ |ଜଟିଳ ଚିକିତ୍ସା କରୁ କରୁ ଜୀବନ ଗଲା ପରେ ମୃତ ଦେହ ଗାଁ କୁ ନେବାରେ ସହାୟତା କରିଛନ୍ତି 5 T ସଚିବ |ମୃତ କ ହେଲେ ମୟୁରଭଞ୍ଜ ର ବାସନ୍ତୀ ପାତ୍ର |ତାଙ୍କ ମୃତ୍ୟୁ ପରେ ଶବକୁ ଗାଁ କୁ ନେବାକୁ ଅର୍ଥ ନଥିଲା ଟୁଇଟ ଯୋଗେ ସୂଚନା ପାଇ ମାତ୍ର କୋଡିଏ ମିନିଟ ଭିତରେ ସମସ୍ତ ବ୍ୟବସ୍ଥା କରିଥିଲେ 5T ସଚିବ |ରାତି ଦଶଟା ସମୟ ରେ ଯାଜପୁର ର ସମାଜସେବି ପିଣ୍ଟୁ ସାହୁ ଟୁଇଟ କରି 5T ସଚିବ ଭି କେ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ |ଏବେ 5 T ସଚିବ ମୁଖ୍ୟମନ୍ତ୍ରୀ ଙ୍କ ସହ ଇନଭେଷ୍ଟ ମିଟ ପାଇଁ ବାଙ୍ଗାଲୋର ରେ ଅଛନ୍ତି |

Related posts

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବୈଠକ

mahabharatanews

୩ ଶହ ତଳେ ରହିଛି କରୋନା ସଂକ୍ରମଣ; ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ୍ର

mahabharatanews

ସମସ୍ତ ମଣ୍ଡପରେ ଚାଲିଛି ଦୁର୍ଗତୀ ନାଶିନୀ ମା’ ଦୁର୍ଗାଙ୍କର ଦଶହରା ପୂଜା

mahabharatanews