ଓଡିଶା

ଡାକ ବିଭାଗଙ୍କ ଦ୍ୱାରା ଡାକ ସପ୍ତାହ ପାଳନ

ଆସିକା: ପାଳନ ହେବ ଡ଼ାକ ସପ୍ତାହ । ଭାରତୀୟ ଡାକ ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ଆସିକାରେ ପାଳନ ହେବ ଡ଼ାକ ସପ୍ତାହ । ଏହା ଗୋପେଶ ଦାସଙ୍କ ଅଧକ୍ଷତାରେ ଆସିକା କାଳଷଣ୍ଡପୁରରେ ଥିବା ଆରିଆନ ପବ୍ଲିକ ସ୍କୁଲଠାରେ ପାଳିତ ହେବ ଡ଼ାକ ଦିବସ । ତେବେ ଆସିକା ଡ଼ାକ ବିଭାଗର ଉପାଧକ୍ଷ ଭାଗ୍ୟଧର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରାୟ ୧୦୦ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ସାଧାରଣଜ୍ଞାନ ପରୀକ୍ଷା ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏଥିରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପୁରସ୍କାର ବିତରଣୀ ଉତ୍ସବ ରେ ସ୍କୁଲ ପ୍ରିନସିପାଲ ,ଡାକ ବିଭାଗ ବି.ଇ ପ୍ରତାପ ଚନ୍ଦ୍ର ସ୍ୱାଇଁ,କୃଷ୍ଣ ଚନ୍ଦ୍ର ଭଞ୍ଜ, ରବୀନ୍ଦ୍ର ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ ଉକ୍ତ ପ୍ରତିଯୋଗିତାକୁ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନରେ କାର‌୍ୟ୍ୟକ୍ରମଟି ସମ୍ପାଦିତ ହୋଇଥିଲା।

Related posts

ଆଜି ଓଡ଼ିଶା ଆସୁଛନ୍ତି ରାମାୟଣର ରାମ

mahabharatanews

ଓରମାସ ଚାଷୀଙ୍କ ପନିପରିବା, ଫଳ ବିକ୍ରିକୁ ପ୍ରୋତ୍ସାହନ ଦେବ

mahabharatanews

ନାରୀ ସୁରକ୍ଷା ପାଇଁ ଇଞ୍ଜିନିୟରିଂ ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ସେପ୍ଟି ବେଲ୍ଟ

mahabharatanews