ଅପରାଧଓଡିଶାହତ୍ୟା ଘଟଣାକୁ ୧୩ ମାସ ବିତିଯାଇଥିଲେ ବି ପୋଲିସର ହାତ ଖାଲିmahabharatanewsJuly 25, 2025 by mahabharatanewsJuly 25, 20250148 ଭଦ୍ରକ:- ସାରା ଓଡିଶାରେ ମହିଳା ନିର୍ଯାତନା ତାତି । ଆତ୍ମହତ୍ୟା ଦୁଷ୍କର୍ମ ଭଳି କିଛି ଘଟଣା ନେଇ ତିନି ରାଜନୀତିକ ଦଳ ଭିତରେ ଚାଲିଛି କାଦୁଅ ପିଙ୍ଗା ଫିଙ୍ଗି । ବାଲେଶ୍ୱରର ସୌମଶ୍ରୀ ଆତ୍ମହତ୍ୟା...
ଓଡିଶାଲୋକଙ୍କୁ ଘାରୁଛି କୁମ୍ଭୀର ଭୟmahabharatanewsDecember 20, 2023 by mahabharatanewsDecember 20, 20230167 (ଭଦ୍ରକ) : କୂଳ ଯେତିକି ଲଂଘୁଛି ଲୋକଙ୍କୁ କୁମ୍ଭୀର ଭୟ ସେତିକି ଘାରୁଛି । ଦଶ ଦିନ ତଳେ ଏହି ସୁରକ୍ଷା ବନ୍ଧରେ ପଥ ପ୍ୟାକିଂ ହୋଇଥିଲା । ହେଲେ ଏବେ ସେହି ବନ୍ଧରୁ...
ଓଡିଶାଦେଖୁ ଦେଖୁ ଜଳିଗଲା ୧୫ ଦୋକାନ mahabharatanewsDecember 14, 2023 by mahabharatanewsDecember 14, 20230125 (ଭଦ୍ରକ) : ଭଦ୍ରକ ରଥପଦା ମାର୍କେଟ୍ ରେ ଭୟବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୧୫ଦୋକାନ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରଥପଦା ମାର୍କେଟରେ ହୋଇଛି ଅଗ୍ନିକାଣ୍ଡ । ଘଟଣା ସ୍ଥଳରେ...
ଓଡିଶା୩୦ଟି ବଗି ଛାଡ଼ି ପଳାଇଲା ଇଞ୍ଜିନ୍mahabharatanewsAugust 23, 2023August 23, 2023 by mahabharatanewsAugust 23, 2023August 23, 20230134 (ଭଦ୍ରକ) : ପୁଣି ବଗି ଛାଡ଼ି ପଳାଇଲା ଇଞ୍ଜିନ୍ । ଗୋଟେ ନୁହେଁକି ୧୦ଟି ନୁହଁ ଏକାସଙ୍ଗେ ୩୦ଟି ବଗି ଛାଡ଼ି ପଳାଇଛି ମାଲବାହୀ ଟ୍ରେନ୍ ଇଞ୍ଜିନ୍ । ଏମିତି ଏକ ଘଟଣା ଦେଖିବାକୁ...
ଓଡିଶାକରୋନାରେ ଆଖି ବୁଝିଲା ୨ବର୍ଷର ଶିଶୁmahabharatanewsMay 10, 2023 by mahabharatanewsMay 10, 20230133 (ଭଦ୍ରକ) : କରୋନାରେ ଆଖି ବୁଝିଲା ୨ବର୍ଷର ଶିଶୁ । ରାଜ୍ୟରେ କୋଭିଡ୍ରେ ଜଣେ ୨ବର୍ଷର ଶିଶୁ ମୃତ୍ୟୁ ବରଂ କରିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ତେବେ...
ଓଡିଶାଉର୍ଦ୍ଧୁ ଏକାଡେମୀର ମନମୁଖୀ କାର୍ୟ୍ୟସୂଚୀକୁ ନେଇ ସାମ୍ବାଦିକ ସମ୍ମିଳନୀmahabharatanewsFebruary 9, 2023February 9, 2023 by mahabharatanewsFebruary 9, 2023February 9, 20230311 ଭଦ୍ରକ/ ସେକ ଫଇଜାନ କାଦରୀ : ବିଧାୟକ ଓ ସାଂସଦ ଙ୍କୁ ସାମାଜିକ ଗଣମାଧ୍ୟମ ରେ ଅପପ୍ରଚାର କରି ଭିତ୍ତିହୀନ ବିଷୟ କୁ ନେଇ ଦୋଷଦେବା କାରଣରୁ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କଲେ ଭଦ୍ରକ...
ଓଡିଶାକିନ୍ନର ମାନଙ୍କ ବହୁଚରା ମାତା ପୂଜା ଅନୁଷ୍ଠିତmahabharatanewsFebruary 6, 2023 by mahabharatanewsFebruary 6, 20230193 ଭଦ୍ରକ : ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଭଦ୍ରକ ଜିଲ୍ଲା ନୂଆ ବସଷ୍ଟାଣ୍ତ ନିକଟରେ ଥିବା ଶ୍ରୀ ରାମ ମଣ୍ଡପ ଠାରେ କିନ୍ନର ମାନଙ୍କ ବହୁଚରା ମାତା ପୂଜା ଅନୁଷ୍ଠିତ ହୋଇଯାଇଛି...
ଓଡିଶାଜାତୀୟସ୍ତରୀୟ ସେମିନାରରେ ଯୁନାନି ଦିବସ ପାଳନmahabharatanewsFebruary 6, 2023 by mahabharatanewsFebruary 6, 20230200 ଭଦ୍ରକ : ଭଦ୍ରକ ୟୁନାନୀ ହସ୍ପିଟାଲ ତରଫରୁ ଜାତୀୟସ୍ତରୀୟ ସେମିନାରରେ ଯୁନାନି ଦିବସ ପାଳନ ହୋଇଯାଇଛି । ଏହି ଯୁନାନି ଦିବସ ଅବସରରେ ବହୁ ବୁଦ୍ଧିଜୀବୀ, ଜ୍ଞାନୀ ବ୍ୟକ୍ତିଙ୍କ ସହ ଭଦ୍ରକ ମହାବିଦ୍ୟାଳୟର ପୂର୍ବତନ...
ଓଡିଶାନିଆଁ ଲାଗି ପୋଡିଗଲା ବାହାଘରର ସବୁ ଜିନିଷmahabharatanewsJanuary 12, 2023 by mahabharatanewsJanuary 12, 20230146 ଭଦ୍ରକ : ସ୍ୱପ୍ନ ଦେଖୁଥିଲା ବାହାଘର ହୋଇଥାନ୍ତା । ହେଲେ ଉଜୁଡି ଗଲା ବାହାଘର ସ୍ୱପ୍ନ । ଭଦ୍ରକ ଧୂଷୁରୀ ଥାନା ଅଧୀନ ଓଳଙ୍ଗ ଗ୍ରାମର ଦିଲ୍ଲୀପ ବାରିଙ୍କ ଘରେ ଘଟିଛି ଅଭାବନୀୟ ଘଟଣା।...
ଓଡିଶାଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତmahabharatanewsNovember 19, 2022 by mahabharatanewsNovember 19, 20220162 ଭଦ୍ରକ/ସେକ ଫଇଜାନ କାଦରୀ : ଭଦ୍ରକ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚାନ୍ଦବାଲି...