ଓଡିଶାରାଜନୀତି

ନିଷେଧାଞ୍ଚଳରେ ବିଜେଡିର ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ି ପ୍ରାର୍ଥୀ

ଭଦ୍ରକ : ନିଷେଧାଞ୍ଚଳରେ ବିଜେଡିର ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ି ପ୍ରାର୍ଥୀ | ଅବନ୍ତୀ ଦାସଙ୍କ ଦଳୀୟ ଚିହ୍ନ ଲାଗିଥିବା ଗାଡ଼ିକୁ ଲୋକଙ୍କ ପ୍ରବଳ ବିରୋଧ | କାଁପଡ଼ା ବୁଥ ବାହାରେ ପ୍ରଚାର ଗାଡ଼ିକୁ ବିରୋଧ କରିଛନ୍ତି ଲୋକେ । ଭୋଟ୍ କେନ୍ଦ୍ରକୁ ଯାଉଥିବା ସମୟରେ ସେ ଯେଉଁ ଗାଡିରେ ଯାଇଥିଲେ ସେଥିରେ ବିଜେଡିର ଶଙ୍ଖ ଚିହ୍ନ ଥିବା ପୋଷ୍ଟର ଲାଗିଥିଲା । ଯାହାକୁ ବିରୋଧ କରାଯାଇଥିଲା । କିଛି ସମୟ ରହିବା ପରେ ଗାଡିଟି ପୋଲିଂ ବୁଥ୍ ଆଗରୁ ପଳାଯାଇଥିଲା । ଅବନ୍ତୀ ଦାସ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି ।

Related posts

ଅଭିମନ୍ୟୁ ସାମନ୍ତ ସିଂହାର ଭବନରେ ବିସିଜେଡିର ବୈଠକ

mahabharatanews

ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ

mahabharatanews

ଆଗାମୀ ଦିନରେ ସଂସଦ ଦେଖିବ ତ୍ରିମୁଖୀ ବିରୋଧ

mahabharatanews