ଓଡିଶା

ବନ୍ୟା ପାଣିରେ ଭାସିଯାଇ ଶିଶୁକନ୍ୟାର ମୃତ୍ୟୁ…

ଘର ନିକଟରେ ଥିବା ପୋଖରୀକୁ ଶୌଚ ହେବାକୁ ଯାଇ ବନ୍ୟା ପାଣି ସ୍ରୋତରେ ଭାସିଯାଇ ଜଣେ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ କନ୍ୟା ଜଣକ ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତ ଜଳଧରପୁର ଗାଁର ସନ୍ତୋଷ ମହାଳିକଙ୍କ ଝିଅ ଜନକ ମହାଳିକ(6) ବୋଲି ସୂଚନା ମିଳିଛି। ଲଘୁଚାପ ଜନିତ ଲଗାଣ ବର୍ଷା ଓ ବନ୍ୟା ପାଣିର ପ୍ରଖର ସ୍ରୋତରେ ଶିଶୁଟି ଭାସିଯାଇଥିବା ଜଣାପଡ଼ିଛି। ଘର ନିକଟରେ ଥିବା ଏକ ପୋଖରୀ ପାଣି ସହିତ ବାହାରେ ଥିବା ପାଣି ସବୁ ମିଶି ଯାଇଥିବାରୁ ଶିଶୁକନ୍ୟା ଟି ଜାଣିପାରି ନ ଥିବାରୁ ଏଭଳି ଘଟଣା ଘଟିଥିବା ପ୍ରକାଶ କରିଛନ୍ତି ପରିବାର ଲୋକ।

Related posts

ନିମାପଡା: ତହସିଲ ପକ୍ଷରୁ ସହାୟତା ରାଶି ଫେରାଇବାକୁ ନୋଟିସ, ହିତାଧିକାରୀ ଛାନିଆ

mahabharatanews

ହୋଲି ପାଇଁ ରାଜଧାନୀରେ ଜାରି କଡ଼ା ସୁରକ୍ଷା ବ୍ୟବସ୍ଥା, ୩୨ ପ୍ଲାଟୁନ ଫୋର୍ସ ମୁତୟନ

mahabharatanews

ନିର୍ମାଲ୍ୟ ଓ ମହାପ୍ରସାଦର ଅନଲାଇନ ବିକ୍ରିକୁ ବିରୋଧ କରିଛି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ

mahabharatanews