ଓଡିଶା

କଂଗ୍ରେସ ଭବନରୁ ଆସବାବପତ୍ର ଚୋରି

ଭୁବନେଶ୍ୱର: କଂଗ୍ରେସ ଭବନରୁ ଚୋରି । ମାଷ୍ଟରକ୍ୟାଣ୍ଟିନ ସ୍ଥିତ ପାର୍ଟି ଅଫିସ ଭିତରୁ ଆସବାବପତ୍ର ଚୋରି ନେଇ ଅଭିଯୋଗ ହୋଇଛି। କଂଗ୍ରେସ ଭବନ ଅଫିସ ଇନଚାର୍ଜ ବୈଦ୍ୟନାଥ ସ୍ୱାଇଁ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। କ୍ୟାପିଟାଲ ଥାନାରେ ଏତଲା ଦେଲେ ବୈଦ୍ୟନାଥ। ଫର୍ଣ୍ଣିଚର ସହ ଏସି ଷ୍ଟାବିଲାଇଜର ଓ ତମ୍ବା ତାର ଚୋରି। ରାତିରେ ପାର୍ଟି ଅଫିସ ନିକଟରେ ପୋଲିସ ପାଟ୍ରୋଲିଂକୁ ବ୍ୟାପକ କରିବାକୁ ଅନୁରୋଧ ହୋଇଛି।

Related posts

ଦୁଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୨ ଗୁରତର

mahabharatanews

ପିପିଲିକୁ ହାତେଇବାକୁ ଡେଲାଙ୍ଗରେ ବ୍ଲକସ୍ତରୀୟ ବୈଠକ

mahabharatanews

୧୫୦ରେ ପହଁଚିଲା ପିଆଜ

mahabharatanews