ବିଶ୍ୱ

ଟ୍ୱିଟରରେ ବଡ ଧରଣର ପରିବର୍ତ୍ତନ, ନୀଳ ପକ୍ଷୀ ପରିବର୍ତ୍ତେ ଡଗି ହେଲା ଟ୍ୱିଟର ନୂଆ ଲୋଗ

ଟ୍ୱିଟରରେ ବଡ ଧରଣର ପରିବର୍ତ୍ତନ । ଟ୍ୱିଟର ଲୋଗ ବଦଳି ଯାଇ ଏବେ ନୀଳ ପକ୍ଷୀ ପରିବତ୍ତେ ର୍ଡଗିକୁ ନୂଆ ଲୋଗ ଭାବେ ବନାଇଛନ୍ତି ଏଲନ ମସ୍କ । ଏହା ସାହିତ ବ୍ଲୁ ଟିକ ବଦଳରେ ଆସିଲା ୟେଲୋ ଟିକ୍ । ଏବେ ନୀଳ ପକ୍ଷୀ ସ୍ଥାନରେ ୟୁଜର୍ସ ଦେଖିବାକୁ ପାଇଛନ୍ତି ଡଗି । ଗତ ବର୍ଷ ୪୪ ଆରବ ଡଲାରରେ ଟ୍ୱିଟର କିଣିଥିଲେ ଏଲନ ମସ୍କ । ଟ୍ୱିଟର କିଣିବା ପରେ ସିଇଓ ପରାଗ ଅଗ୍ରୱାଲକୁ ବାହାର କରିଦେଇଥିଲେ ମସ୍କ । ଅନେକ କର୍ମଚାରୀଙ୍କୁ ଚାକିରିରୁ ବିଦା ମଧ୍ୟ କରିଥିଲେ । ଭାରତରେ ଟ୍ୱିଟର ପାଇଁ କାମ କରୁଥିବା ୯୦ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା । ଦିଲ୍ଲୀ ଓ ମୁମ୍ବାଇରେ ଅଫିସ ବନ୍ଦ କରିଥିଲା ଟ୍ୱିଟର । କେବଳ ବେଙ୍ଗାଲୁରୁରେ ଚାଲିଛି ଟ୍ୱିଟର ଅଫିସ ।

Related posts

ଭାରତ ପରେ ଚନ୍ଦ୍ରରେ ପାଦ ଥାପିବ ଜାପାନ 

mahabharatanews

ହଂକଂରେ ସାମ୍ନାକୁ ଆସିଲା ୨୨ ହଜାର ନୂଆ କରୋନା ମାମଲା

mahabharatanews

 ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର

mahabharatanews