ଓଡିଶା

ର୍ଦୁବୃତ୍ତଙ୍କ ଆକ୍ରମଣ ଦୋକାନୀ ଗୁରୁତର

କଳାହାଣ୍ଡି /ଗୋଲାପ ସାହୁ: ଦିନ ଦ୍ୱିପ୍ରହରେ ଦୋକାନୀଙ୍କୁ ଆକ୍ରମଣ କଲେ ର୍ଦୁବୃତ୍ତ । କଳାହାଣ୍ଡି ଜୟପାଟଣା ଥାନା ମୁଖୀଗୁଡା ସ୍ଥିତ ଏକ ସ୍ଥାନୀୟ ଏକ ସୋଡା ସେଣ୍ଟରରେ ଏହି ଆକ୍ରମଣ ହୋଇଛି । ତେବେ ଆକ୍ରମଣର କାରଣ ଜଣାପଡିନଥିବା ବେଳେ ଦୋକାନରେ ଉପସ୍ଥିତ ଥିବାବେଳେ କିଛି ଦୁର୍ବୁତ୍ତ ଦୋକାନରେ ପଶି ଦୋକାନର ମାଲିକ ରଂଜନ ଦଳାଇଙ୍କୁ ଲୁହାରଡରେ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ଆଜି ବିଶ୍ୱ ପରିବେଶ ଦିବସ

mahabharatanews

ଆସନ୍ତା ୧୫ ତାରିଖ ଯାଏଁ ଝଡ଼ବର୍ଷା

mahabharatanews

ଦୁଇଟି ନୂଅ। ଅତ୍ୟାଧୁନିକ ପି.ସି.ଅ।ର. ଭ୍ୟାନ ପ୍ରଚଳିତ

mahabharatanews