ଓଡିଶାରାଜନୀତି

ବଡଚଣା ବ୍ଲକ ପଞ୍ଚାୟତ ସ୍ତରରେ ଉପନିର୍ବାଚନର ଘୋଷଣା ହେଲା ଫଳାଫଳ

ବଡଚଣା/ ବେଦ ପ୍ରକାଶ ନାୟକ : ଯାଜପୁର ଜିଲ୍ଲା ବଡଚଣା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ସ୍ତରରେ ୱାର୍ଡ ମେମ୍ବର ମାନଙ୍କ ଉପ ନିର୍ବାଚନ ହୋଇ ଥିବା ବେଳେ, ଆଜି ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯାଇଛି। ବିଶେଷକରି ୭ଗୋଟି ପଞ୍ଚାୟତର ୧୨ଟି ୱାର୍ଡ ସଭ୍ୟଙ୍କ ନିର୍ବାଚନ ହୋଇ ଥିବା ବେଳେ, ଆଜି ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି ।ଭଟ ଗଣତି ଓ ଫଳାଫଳ ଘୋଷଣା ସମୟରେ ବଡଚଣା ବ୍ଲକ୍ ପ୍ରଶାସନ ଏବଂ ନିର୍ବାଚନ ଅଧିକାରୀ ତଥା ବଡଚଣା ପୋଲିସ୍ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ର ସହିତ ଫଳାଫଳ ପ୍ରକାଶ କରିଛନ୍ତି ।

Related posts

ବ୍ଲକ କାର୍ଯ୍ୟାଳୟ  ସ୍ଥାନାନ୍ତର ପ୍ରତିବାଦରେ ବିକ୍ଷୋଭ

mahabharatanews

ଜାମିନ ନାମଞ୍ଜୁର: ୭ ତାରିଖ ଯାଏ ବିଚାରବିଭାଗୀୟ ହେପାଜତ ରହିବେ ଦେବଗଡ ବିଧାୟକ

mahabharatanews

 ଲୋକାଲ ୨୩ ମିଶାଇ ଆଉ ୧୭୩

mahabharatanews