ମନୋରଞ୍ଜନ

ଶରୀର ପାଇଁ ଚର୍ଚାରେ ମଡେଲ ବ୍ଲାଦିସ୍ଳାଭା ଗେଲଗନ୍

(ସୋସିଆଲ ମିଡ଼ିଆ) : ପରିଶ୍ରମର ଫଳ ମିଠା । ଏହି ବାକ୍ୟ ସମସ୍ତେ ଶୁଣିଥିବେ । ତେବେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ନିଜର ବାହୁବଳ ଦେଖାଇ ଲକ୍ଷ ଲକ୍ଷ ରୋଜଗାର କରୁଛନ୍ତି ଯୁବତୀ । ୨୭ ବର୍ଷିୟ ରସିଆନ୍‌ ମଡେଲ ବ୍ଲାଦିସ୍ଳାଭା ଗେଲଗନ୍ ଏବେ ନିଜର ମସ୍କୁଲାର ବଡି ବା ନିଜର ଶରୀର ପାଇଁ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି ।

୧୧ ବର୍ଷ ଧରି ସେ ସ୍ଟ୍ରିକ୍ଟ ଡାଏଟ୍‌ ମେଣ୍ଟେନ୍‌ କରିବା ସହ ସପ୍ତାହକୁ ୬ ଦିନ ଜିମ୍‌ରେ ଘଣ୍ଟା ଘଣ୍ଟା ପରିଶ୍ରମ କରିଆସୁଛନ୍ତି । ଆଉ ସେହି ପରିଶ୍ରମର ଫଳ ଏବେ ତାଙ୍କୁ ମିଳୁଛି । ମଡେଲ ବ୍ଲାଦିସ୍ଳାଭା ଗେଲଗନ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ବଡି ଫୋଟୋ ସେୟାର କରିଥାନ୍ତି । ତାଙ୍କ ଫଟୋ ପୋଷ୍ଟ ହେବା ମାତ୍ରେଭାଇରଲ ହେବାରେ ଲାଗିଯାଏ ।

 

Related posts

୨୦୦ କୋଟି ଠକେଇ ମାମଲାରେ ପକ୍ଷପାତ ଅଭିଯୋଗ ଆଣିଲେ ଜ୍ୟାକ୍‌ଲିନ୍‌

mahabharatanews

ଦିଶା ଓ ରାହୁଲଙ୍କ ଘରେ ନୂଆ ଅତିଥି

mahabharatanews

ଦିୱାଲୀରେ ଫ୍ୟାନ୍ସଙ୍କୁ ସଲମାନଙ୍କ ଟାଇଗର-୩ ଭେଟି

mahabharatanews