ଭାରତମନୋରଞ୍ଜନ

ଆଜି ନିର୍ବନ୍ଧ କରିବେ ପରିଣୀତି ରାଘବଙ୍କ

ଦିଲ୍ଲୀ:ଆଜି ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପୁ ସାଂସଦ ରାଘବ ଚଢାଙ୍କ ନିର୍ବନ୍ଧ ଦିଲ୍ଳୀର କପୁରଥଲା ହାଉସରେ ଦୁହିଁଙ୍କ ନିର୍ବନ୍ଧ ରୀତି ଅନୁଷ୍ଠିତ ହେବାର ସୂଚନା ରହିଛି । ଦୁହିଁଙ୍କ ପାଖରେ ନାମ ସହ ଯଥେଷ୍ଟ ସମ୍ପତ୍ତି ମଧ୍ୟ ରହିଛି । ଦୁହେଁ ନିଜ ନିଜ ପ୍ରଫେସନାଲ ଜୀବନରେ ବେଶ୍ ସଫଳ । ଦୁହିଁଙ୍କ ପାଖରେ ନାମ ସହ ଯଥେଷ୍ଟ ସମ୍ପତ୍ତି ମଧ୍ୟ ରହିଛି । ତାଙ୍କର ଏହି ସମ୍ପର୍କ ପାଇଁ ବେଶ ଚର୍ଚ୍ଚରେ ରହିଥିଲେ ।ସୂଚନା ମୁତାବକ ଏହି ନିର୍ବନ୍ଧରେ ୧୦୦ ଜଣ ଗେଷ୍ଟ ଆସିବେ । ଏହି ନିର୍ବନ୍ଧ ବହୁ କମ ଲୋକଙ୍କୁ ନେଇ ଅନୁଷ୍ଠିତ ହେବ । ଏଥିରେ କେବଳ ରାଘବ ଓ ପରୀଙ୍କ ସହ ପରିବାର ଲୋକ ସହ କିଛି ଘନିଷ୍ଟ ଲୋକ ଯୋଗ ଦେବେ । ପରୀଙ୍କ ନିର୍ବନ୍ଧ ପାଇଁ ଦେଶି ଗାର୍ଳ ପରିୀଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଆସିଛନ୍ତି ।

Related posts

ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟକୁ ବ୍ୟାନ

mahabharatanews

କେନ୍ଦୁଝର ପୋଲିସର ଦକ୍ଷତା ବୃଦ୍ଧି କରିବେ ନୂତନ ଗୃହରକ୍ଷୀ ବାହିନୀର କ୍ୟାଡେଟ୍

mahabharatanews

ଚନ୍ଦ୍ରୟାନ-୩  ଲଞ୍ଚ ସମୟରେ ଉପସ୍ଥିତ ରହିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି !

mahabharatanews