ଓଡିଶା

ଶ୍ରୀଜିଉଙ୍କ ବନକଲାଗି ନୀତି ,୪ ଘଣ୍ଟା ଦର୍ଶନ ବନ୍ଦ

(ପୁରୀ) : ଆଜି ବନକଲାଗି ନୀତି । ପୁରୀ ଶ୍ରୀମନ୍ଦିରରେ ବୁଧବାର ୪ ଘଣ୍ଟା ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ। ରତ୍ନବେଦୀରେ ଏହି ଗୁପ୍ତ ନୀତି ସମ୍ପନ୍ନ ହେବ। ସଂଧ୍ୟା ୬ଟାରୁ  ୪ ଘଣ୍ଟା ଲାଗି ବନକାଲାଗି ନୀତି କରାଯିବ। ଏହି ନୀତି ଅନୁସାରେ ଶ୍ରୀଜିଉଙ୍କ ମୁଖମଣ୍ଡଳକୁ ସଜ୍ଜିତ କରାଯିବ। ଏହି ସମୟରେ ବନ୍ଦ ରହିବ ଦର୍ଶନ।

ସୂଚନାନୁଯାୟୀ , ତେବେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ କରିହେବ। ତା’ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ଏହି ନୀତି ସେବାୟତମାନେ କରୁଥିବାରୁ କେହି ଦର୍ଶନ କରିପାରିବେନି।

Related posts

ଥର୍ମାଲ ସ୍କ୍ରୀନିଂ ବ୍ୟାଙ୍କରେ ଆରମ୍ଭ ହେଲା

mahabharatanews

୫ମ ଥର ପାଇଁ ମାଧବାନନ୍ଦ ପୃଷ୍ଟି ପାଟଣା ବ୍ଲକ ସଭାପତି

mahabharatanews

ବାଇକ୍ ଉପରେ ମାଡିଗଲା ଟ୍ରକ୍

mahabharatanews