ମନୋରଞ୍ଜନ

ନିର୍ବନ୍ଧ ସାରି ମୁମ୍ବାଇ ଫେରିଲେ ପରିଣୀତି

(ମୁମ୍ବାଇ) : ମୁମ୍ବାଇ ଫେରିଗଲେ ପରିଣୀତି । ନୂଆଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ସହ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। ବଲିଉଡର କିଛି ନାମିଦାମୀ ସେଲିବ୍ରିଟି ମଧ୍ୟ ଯୋଗ ଦେଇଥିଲେ | ତେବେ ନିର୍ବନ୍ଧ ସରିବା ପରେ ବର୍ତ୍ତମାନ ପରିଣୀତି ମୁମ୍ବାଇ ଫେରିଯାଇଛନ୍ତି |

ଆଜି ଅପରାହ୍ନ ପ୍ରାୟ ୩.୩୦ ସମୟରେ ପରିଣୀତି ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ । ଏହି ସମୟରେ ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଫଟୋ ପୋଷ୍ଟ କରିଥିଲେ।

ସୂଚନାନୁଯାୟୀ,ପରିଣୀତି ଫଟୋ ସେୟାର କରି ଲେଖିଛନ୍ତି, ‘ବିଦାୟ ଦିଲ୍ଲୀ। ମୁଁ ମୋର ହୃଦୟକୁ ଛାଡି ଚାଲିଯାଉଛି’।

 

Related posts

ଗିରଫ ହେଲେ ‘ଜେଲର୍‌’ରେ ଖଳନାୟକ ବିନାୟକନ୍‌ 

mahabharatanews

କର୍କଟର ୪ର୍ଥ ଷ୍ଟେଜରେ ଜି‌ତେନ୍ଦ୍ର ଓ ସଚିନଙ୍କୁ ଭେଟିବାକୁ ଇଚ୍ଛା 

mahabharatanews

ଲୋକସଭା ନିର୍ବାଚନ ଲଢ଼ିବେ କଙ୍ଗନା

mahabharatanews