ଓଡିଶା

ଜଳୁଛି ରାଜ୍ୟ : ୨୧ଟି ସହରରେ ୪୦ଡିଗ୍ରୀ ପାର

(ଭୁବନେଶ୍ୱର) :  ରାଜ୍ୟରେ ପୁଣି ବୃଦ୍ଧି ପାଇବାରେ ଲାଗିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ତେବେ ୨୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ୪୪.୨ ଡିଗ୍ରି ତାପମାତ୍ରା ସହ ‌ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି।

ସୂଚନାନୁଯାୟୀ ,  ନୂଆପଡ଼ାରେ ଦିନ ତାପମାତ୍ରା ୪୪ ଡିଗ୍ରି ରହିଥିଲା। ଏଥିସହ ସମ୍ବଲପୁର ଓ ଝାରସୁଗୁଡ଼ାରେ ୪୩.୯ ଡିଗ୍ରି, ହୀରାକୁଦରେ ୪୩.୮ ଡିଗ୍ରି, ଟିଟିଲାଗଡ଼, ବଲାଙ୍ଗୀର, ରାଉରକେଲା ଓ ବରଗଡ଼ରେ ୪୩.୫ ଡିଗ୍ରି, ସୁନ୍ଦରଗଡ଼ରେ ୪୨.୧ ଡିଗ୍ରି, ବୌଦ୍ଧ, ଭବାନୀପାଟଣା ଓ ଦେବଗଡ଼ରେ ୪୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଯାଇଛି।

Related posts

ଡିଜେଲ,ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

mahabharatanews

ଅସୁରକ୍ଷା ମଧ୍ୟରେ ଖଜୁରୀଡିହା ସଙ୍ଗରୋଧ କେନ୍ଦ୍ରର ପ୍ରବାସୀ

mahabharatanews

+୨ ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ : ୧୦୦ ରୁ ୨୪ ମାର୍କ ରଖିଲେ ହେବେ ପାସ

mahabharatanews