ମନୋରଞ୍ଜନ

ରିଲିଜ ହେଲା ‘Bloody Daddy’ର ଟ୍ରେଲର

(ମୁମ୍ବାଇ) :  ବଲିଉଡ ଅଭିନେତା ସାହିଦ କପୁରଙ୍କ ଆଗାମୀ ଚଳଚ୍ଚିତ୍ର ‘Bloody Daddy’ର ଟ୍ରେଲର  ୨୪ ମେ’ରେ ରିଲିଜ୍ ହୋଇଯାଇଛି । ଫିଲ୍ମର ଟ୍ରେଲର ଦେଖିବା ପରେ ଲୋକମାନଙ୍କର ଜବରଦସ୍ତ ପ୍ରତିକ୍ରିୟା ଦେଖିବା ପାଇଁ ମିଳୁଛି । ସମସ୍ତେ ଏବେ ସାହିଦଙ୍କୁ ‘ଦେଶୀ ଜନ୍ ଭିକ୍’ ବୋଲି କହିବା ଆରମ୍ଭ କରିଦେଇଛନ୍ତି ।

ସୂଚନାନୁଯାୟୀ , ଡ୍ରଗ୍ସ ଏବଂ ଡ୍ରଗ୍ସର ବେଆଇନ କାରବାରକୁ ନେଇ ଚଳଚ୍ଚିତ୍ରର କାକାଣୀ ଗତିଶିଳ । ଟ୍ରେଲରରେ ସାହିଦ କପୁର ସୁଟ-ବୁଟରେ ଏଣ୍ଟ୍ରି କରୁଛନ୍ତି ଏବଂ ଲୋକଙ୍କୁ ମାରିବା ଆରମ୍ଭ କରିଦେଉଛନ୍ତି । ଏହା ପରେ ରୋନିତ୍ ରୟ ଏବଂ ସଞ୍ଜୟ କପୁରଙ୍କ ଝଲକ ଦେଖିବାକୁ ମିଳିଛି । ଉଭୟଙ୍କୁ ଏହି ସିନେମାରେ ଭିଲେନ୍ ଭୂମିକାରେ ଦେଖିବା ପାଇଁ ମିଳିବ ।

Related posts

ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଛି

mahabharatanews

ରିଲିଜ୍ ହେଲା ‘ଆଦିପୁରୁଷ’ଟ୍ରେଲର

mahabharatanews

 ‘କାହାରିକୁ ଷ୍ଟୋନ ସମସ୍ୟା ନହେଉ”: ଭାରତୀ ସିଂ

mahabharatanews