ମନୋରଞ୍ଜନ

ସରିଲା ଲାବନ୍ୟା ଓ ବରୁଣଙ୍କ ନିର୍ବନ୍ଧ

(ହାଇଦ୍ରାବାଦ) : ସରିଲା ଅଭିନେତ୍ରୀ ଲାବନ୍ୟା ତ୍ରିପାଠୀଙ୍କ ସହ ବରୁଣ ତେଜଙ୍କ ନିର୍ବନ୍ଧ। କିଛି ଦିନ ହେଲାଣି ବରୁଣଙ୍କ ବିବାହକୁ ନେଇ ଖୁବ ଚର୍ଚ୍ଚା ହେଉଥିଲା ଯାହାର ଏବେ ପୂର୍ଣ୍ଣଛେଦ ପଡିଛି । ଉଭୟଙ୍କ ଜୁନ୍ ୯ରେ ନିର୍ବନ୍ଧ ସରିଛି । ତେବେ ଗତକାଲି ଅର୍ଥାତ ଶୁକ୍ରବାର ସନ୍ଧ୍ୟାରେ ବରୁଣଙ୍କ ବାସଭବନରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ,ଦୁହେଁ ଇନଷ୍ଟାରେ ନିଜ ନିର୍ବନ୍ଧର ଫଟୋ ସେୟାର କରିଥିବା ବେଳେ ବରୁଣ କ୍ୟାପସନରେ ଲେଖିଛନ୍ତି ମୋ ଭଲପାଇବା ମିଳିଗଲା।‌ ୨୦୧୭ରୁ ଦୁହେଁ ପରସ୍ପରକୁ ଡେଟ କରୁଥିଲେ ବି ନିଜ ସମ୍ପର୍କକୁ ଲାଇମଲାଇଟ୍ ଠାରୁ ଦୂରରେ ରଖିଥିଲେ। ୨୦୦୦ ମସିହାରେ ରିଲିଜ ହୋଇଥିବା ଏହି ଫିଲ୍ମରେ ଚିରଞ୍ଜୀବୀ, ବ୍ରାହ୍ମାନନ୍ଦମ ଏବଂ ନାଗେନ୍ଦ୍ର ବାବୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

Related posts

ଭାଇରଲ ହେଲେ ଅମିତାଭଙ୍କ କପି

mahabharatanews

ପରଲୋକରେ ଅଭିନେତା ଫିରୋଜ ଖାନ

mahabharatanews

ମା ବନିଲେ ସିଦ୍ଧୁଙ୍କ ମା ‘

mahabharatanews