ଭାରତ

ଭୂମିକମ୍ପରେ ଥରିଲା ଗୁଜରାଟ,ରିକ୍ଟର ସ୍କେଲରେ ତୀବ୍ରତା ୩.୫

(ଗୁଜୁରାଟ) : ଭୂକମ୍ପରେ ଥରିଲା ଗୁଜୁରାଟ  । ଉପକୂଳକୁ ବାତ୍ୟା ବିପର୍ଯୟ ନିକଟତର ହେଉଥିବା ବେଳେ ରାଜ୍ୟରେ ଭୂମିକମ୍ପର ଝଟକା ଲାଗିଛି । ବୁଧବାର ସନ୍ଧ୍ୟାରେ ଗୁଜୁରାଟର କଚ୍ଛ ଜିଲ୍ଲାରେ ୩.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ସୂଚନାନୁଯାୟୀ  , ଭୂମିକମ୍ପର କେନ୍ଦ୍ର ଭାଚଉ ଠାରୁ ୫କିମି ଦକ୍ଷିଣ ପଶ୍ଚିମରେ ରହିଛି। ଏହି ଭୂମିକମ୍ପ ଝଟକାର ତୀବ୍ରତା ୩.୪ ରହିଛି। ଗୁଜରାଟରେ ବାତ୍ୟା ବିପର୍ଯୟ ମଧ୍ୟ ଚିନ୍ତାର କାରଣ ପାଲଟିଛି। ବାତ୍ୟାକୁ ନେଇ ଗୁଜରାଟରୁ ନେଇ ମହାରାଷ୍ଟ୍ର ପର୍ଯ୍ୟନ୍ତ ଚେତାବନୀ ଜାରି କରାଯାଇଛି। ଗୁଜରାଟର ଅନେକ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି।

Related posts

ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

mahabharatanews

“ଆସନ ମୋହ ଛାଡି ପାରୁନି ଆପ'”: ଗୌରବ ଭାଟିଆ

mahabharatanews

କେଜ୍ରିୱାଲଙ୍କ ପାଇଁ ‘ଏପ୍ରିଲ ୭’ରେ ଉପବାସ 

mahabharatanews