ଓଡିଶା

ବୃଦ୍ଧି ପାଉଛି ହାତୀ ଉପଦ୍ରଵ , ଧାନ ଖାଇ ଭାଙ୍ଗିଲା ଘର

 (କେଉଁଝର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ଏହି କ୍ରମରେ  କେନ୍ଦୁଝରରେ ପୁଣି ଦନ୍ତା ଆତଙ୍କ। ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । ଘର ଭାଙ୍ଗିବା ସହ ବ୍ୟାପକ କ୍ଷତକ୍ଷତି କରିଛି ଏହି ଗୋଠ ଛଡ଼ା ଦନ୍ତା।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଗାଁ ଭିତରକୁ ଆସି ଲୋକଙ୍କ ଘର ଭାଙ୍ଗିବା ସହ ଧାନ ଖାଇ ଦେଇଛନ୍ତି ଦନ୍ତା। କିଛି ମାସ ବ୍ୟବଧାନରେ ପୁଣି ପାଟଣା ରେଞ୍ଜରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି l ଖିରେଇଟାଙ୍ଗୀରୀ ଅଞ୍ଚଳରେ ଏକ ଗୋଠ ଛଡା ଦନ୍ତା ହାତୀ ଆତଙ୍କ ଖେଳାଇଛି। ତେବେ ରାତି ଅଧରେ ପରିବାର ଲୋକେ ଘରେ ଶୋଇଥିବା ବେଳେ ହାତୀ କବଳରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Related posts

କଣ୍ଟେନମେଣ୍ଟ ଜୋନରେ ଉତ୍ତେଜନା

mahabharatanews

ଓସିଏସ ପରୀକ୍ଷା ଫଳ: ତେଜସ୍ୱିନୀ ବେହେରା ଟପ୍ପର ଟପ୍-୧୦ରେ ୭ମହିଳା

mahabharatanews

୩୬ ଟଙ୍କା କମିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମ

mahabharatanews