ମନୋରଞ୍ଜନ

ପରଲୋକରେ ସାଉଥ ସୁପରଷ୍ଟାର ନିତ୍ୟା ମେନନ ଆଈ

(ମୁମ୍ବାଇ) : ପରଲୋକରେ ସାଉଥ ସୁପରଷ୍ଟାର ନିତ୍ୟା ମେନନଙ୍କ ଆଈ । ହଠାତ ନିଜ ଆଈଙ୍କୁ ହରାଇ ଏବେ ନିତ୍ୟା ଭାଙ୍ଗିପଡ଼ିଛନ୍ତି । ନିତ୍ୟା ନିଜେ ସୋସିଆଲ ମିଡିଆରେ ଏ ବିଷୟରେ ପୋଷ୍ଟ କରିଛନ୍ତି।

ନିତ୍ୟା ମେନେନ ଭଙ୍ଗା ହୃଦୟ ସହିତ ଇନଷ୍ଟାଗ୍ରାମରେ ଏହି ପୋଷ୍ଟ ସେୟାର କରିଛନ୍ତି। ସେ ତାଙ୍କ ଆଈଙ୍କ ସହ ଏକ ଫଟୋ ମଧ୍ୟ ସେୟାର କରିଥିବା ଦେଖାଯାଇଛି। ଫଟୋ ସେୟାର କରି ସେ ଲେଖିଛନ୍ତି, “ଏକ ଯୁଗର ଅବସାନ ଘଟିଛି। ବିଦାୟ ଅମ୍ମା ଏବଂ ମୋର ଚେରିମ୍ୟାନ୍। ଅନ୍ୟ ପାର୍ଶ୍ୱରେ ଦେଖା ହେବ। “ଏହି ଫଟୋରେ ଅଭିନେତ୍ରୀଙ୍କ ଆଈ ତାଙ୍କୁ ଆଲିଙ୍ଗନ କରୁଥିବା ଦେଖାଯାଇଛି।

Related posts

କର୍କଟ ରୋଗରେ ଆକ୍ରାନ୍ତ ହେଲେ ହାସ୍ୟ ଅଭିନେତା ଅତୁଲ ପରଚୁରେ

mahabharatanews

ଗଦର-୨’ପାଇଁ ବିବାଦୀୟ ବୟାନଦେଇ ଚର୍ଚ୍ଚାରେ କମାଲ ଆର୍ ଖାନ୍ 

mahabharatanews

ମା ହେଲେ ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ର

mahabharatanews