ମନୋରଞ୍ଜନ

ନିଜ ବିବାହର ଡକ୍ୟୁମେଣ୍ଟ୍ରି ରିଲିଜ୍ କରିବେ ରିଚା ଓ ଅଲୀ 

(ମୁମ୍ବାଇ) : ବଲିଉଡ ଦମ୍ପତି ରିଚା ଚଢ଼ା ଓ ଅଲୀ ଫୈଜଲ ନିଜ ବିବାହର ଡକ୍ୟୁମେଣ୍ଟ୍ରି ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଡକ୍ୟୁମେଣ୍ଟ୍ରିର ନାମ ରହିବା ‘RiAality’। ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି ଯେ, ବିବାହକୁ ପ୍ରାୟତଃ ପରୀର କାହାଣୀ ଭାବରେ ଚିତ୍ରିତ କରାଯାଇଥାଏ, କିନ୍ତୁ ବାସ୍ତବତା ହେଉଛି ଭିନ୍ନ ଭିନ୍ନ ଅନୁଭବର ମିଶ୍ରଣ।

ସୂଚନାନୁଯାୟୀ , ଖୁସି, ଚାପ, ଉତ୍ସାହ ଏବଂ ଏହା ମଧ୍ୟରେ ଥିବା ସବୁକିଛି। ଆମର ଡକ୍ୟୁମେଣ୍ଟ୍ରି ‘RiAality’ ଏକ ହୃଦୟସ୍ପର୍ଶୀ କାହାଣୀ। ଆମେ ଆମର ବିବାହ ଅଭିଜ୍ଞତାକୁ ପ୍ରକୃତ ମହତ୍ତ୍ବ ଦେବାକୁ ଚେଷ୍ଟା କରିଛୁ। ‘RiAality’ ହେଉଛି ଏକ ଦର୍ପଣ ଯେଉଁଥିରେ ବିବାହର ପ୍ରକୃତ ଦୃଶ୍ୟ ଆପଣଙ୍କ ମାନଙ୍କୁ ଛୁଇଁପାରିବ ।

Related posts

ବରିଷ୍ଠ ଓଲିଉଡ ଅଭିନେତା ମିହିର ଦାସଙ୍କ ପରଲୋକ

mahabharatanews

ଆସନ୍ତାକାଲି ପରଦାକୁ ଆସିବ ‘ଦ କେରଳ ଷ୍ଟୋରି’

mahabharatanews

ରିଲିଜ୍‌ ହେଲା ପ୍ରଭାସଙ୍କ ଫିଲ୍ମ‘ସାଲାର’

mahabharatanews