ମନୋରଞ୍ଜନ

ବିବାହ ଶାଢ଼ିକୁ ନେଇ ଚର୍ଚାରେ ଆଲିଆ ଭଟ୍ଟ

(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଗଙ୍ଗୁବାଇ କାଠିଆୱାଡି ଚଳଚ୍ଚିତ୍ର ପାଇଁ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି ।  ତେବେ ଏହି ବିଶେଷ କାର୍ଯ୍ୟକ୍ରମ ପାଇଁ ଆଲିଆ ନିଜର ବିବାହ ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଛି ଯାହାକୁ ନେଇ ଚର୍ଚା ଜୋର ଧରିଛି କହିବାକୁ ଗଲେ ଶାଢ଼ିଟି ସେ ତାଙ୍କ ଜୀବନର ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିନ ଅର୍ଥାତ୍ ତାଙ୍କ ବିବାହରେ ପିନ୍ଧିଥିଲେ।

ତେବେ ପୁରସ୍କାର ଗ୍ରହଣ କରିବା ପାଇଁ ମଧ୍ୟ ସେ ସେହି ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଶାଢ଼ି ପିନ୍ଧିବା ସହ ସେ ମଥାରେ ଲାଲ ରଙ୍ଗର ଟିକିଲି, କେଶରେ ଧଳା ରଙ୍ଗର ଗୋଲାପ ଫୁଲ ଲଗାଇଥିବା ଭାଇରାଲ ଫଟୋରେ ଦେଖିବାକୁ ମିଳିଛି। ଆୱାର୍ଡ ସୋ’ରେ ଆଲିଆ ନିଜ ସ୍ବାମୀ ରଣବୀର କପୁରଙ୍କ ସହ ଆସିଥିଲେ ।

Related posts

‌ଅଗଷ୍ଟ ୧୧ରେ ପରଦାକୁ ଆସିବ ଖିଲାଡି ହିରୋଙ୍କ ଫିଲ୍ମ  ‘ଓଏମ୍‌ଜି ୨’

mahabharatanews

ହାତକୁ ଦି ହାତ ହେଲେ ବରୁଣ-ଲାବନ୍ୟା

mahabharatanews

ରିଲିଜ ହେଲା  ପ୍ରଭାସଙ୍କ ଫିଲ୍ମ ସାଲାର୍‌’ର ଟିଜର୍‌ 

mahabharatanews