ଓଡିଶା

ରାଜଧାନୀରୁ ଲଢ଼ିବେ ଶ୍ରୀମୟୀ ମିଶ୍ର

(ଭୁବନେଶ୍ୱର) : ଭୁବନେଶ୍ୱରରୁ ଲଢିବେ ଶ୍ରୀମୟୀ ମିଶ୍ର । ମୁଖ୍ୟମନ୍ତ୍ରୀ ଶ୍ରିମୟୀଙ୍କୁ ଭୁବନେଶ୍ୱରର ପ୍ରାର୍ଥୀ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ଅଶୋକ ପଣ୍ତା । ସେ ବିଜେଡି ସାଂସଦ ପ୍ରାର୍ଥୀ ହେବା ନେଇ ପୂର୍ବରୁ ଚର୍ଚା  ହେଉଥିଲା।

ସୂଚନାନୁଯାୟୀ , ବର୍ତ୍ତମାନ ମନ୍ତ୍ରୀ ଅଶୋକ ପଣ୍ତାଙ୍କ ଘୋଷଣା ପରେ ଶ୍ରୀମୟୀ ବିଜେଡିରୁ ପ୍ରାର୍ଥୀ ହେବା ନେଇ ଏକ ପ୍ରକାରର ସ୍ପଷ୍ଟ ହୋଇସାରିଛି । ସେହିପରି ବିଜେପିରୁ ପୁଣି ଥରେ ଅପରାଜିତା ଷଡଙ୍ଗୀଙ୍କୁ ଦଳ ପୁଣି ଥରେ ଟିକେଟ୍ ଦେଇପାରେ ବୋଲି ଆଶା କରାଯାଉଛି ।

Related posts

କିସ୍ ଛାତ୍ର ମୃତ୍ୟୁ ଘଟଣାର ବଡ ଅପଡେଟ୍

mahabharatanews

କଙ୍ଗାରୁ କୋର୍ଟକରି ମାଡ ମାରିଥିବା ଘଟଣାରେ ୮ ଜଣଙ୍କୁ କୋର୍ଟ ଚାଲାଣ

mahabharatanews

ଝାରସୁଗୁଡାର ବ୍ୟବସାୟୀଙ୍କ ଘରୁ ଡକାୟତି ଘଟଣାରେ ନୂଆ ଟ୍ବିଷ୍ଟ

mahabharatanews