ମନୋରଞ୍ଜନ

ନିଜର ମାଆଙ୍କ ସହିତ ରହୁଛନ୍ତି ଐଶ୍ବର୍ଯ୍ୟା

(ମୁମ୍ବାଇ) : ଅମିତାଭ ବଚ୍ଚନଙ୍କ ପରିବାରରେ ଏବେ ସବୁ କିଛି ଠିକ୍‌ ନାହିଁ। ଶାଶୂ ଜୟା ବଚ୍ଚନ ଏବଂ ବୋହୂ ଐଶ୍ବର୍ଯ୍ୟାଙ୍କ ମଧ୍ୟରେ ମଧ୍ୟ ସଂପ ବିଗିଡ଼ି ଯାଇଛି। ବଚ୍ଚନ ପରିବାର ସହ ଯୋଗାଯୋଗରେ ଥିବା ଲୋକଙ୍କ କହିବାନୁଯାୟୀ, ଝିଅ ଆରାଧ୍ୟା ପାଇଁ ଅଭିଷେକ ଓ ଐଶ୍ବର୍ଯ୍ୟା ଏକାଠି ରହୁଥିଲେ। ‘

ସୂଚନାନୁଯାୟୀ , ଐଶ୍ବର୍ଯ୍ୟା ରାୟ ବଚ୍ଚନ ପରିବାରଠାରୁ ଦୂରରେ ରହୁଛନ୍ତି। ସଂପ୍ରତି ସେ ନିଜର ମାଆଙ୍କ ସହିତ ରହୁଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପରିବାର ପକ୍ଷରୁ କୌଣସି ଆଧିକାରୀକ ବିବୃତି ଦିଆଯାଇନାହିଁ। କୁହାଯାଉଛି ଯେ ଶାଶୂ ଜୟାଙ୍କ ସହିତ ଐଶ୍ବର୍ଯ୍ୟାଙ୍କର ପଡ଼ୁନାହିଁ। ଉଭୟ ପରସ୍ପର ସହ କଥା ହେଉନାହାନ୍ତି। କିନ୍ତୁ ଏହି ବିବାଦ ଭିତରେ ଅଭିଷେକ ସବୁ ସମୟରେ ପିତାମାତାଙ୍କ ସପକ୍ଷରେ ରହୁଛନ୍ତି।

Related posts

୨୧ରେ ଓଟିଟି ପ୍ଲାଟଫର୍ମରେ  ଫିଲ୍ମ ‘ଲିଓ’

mahabharatanews

ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ‘ଓଏମ୍‌ଜି ୨’ର ନୂଆ ପୋଷ୍ଟର୍‌

mahabharatanews

ସଲମାନ ଖାନଙ୍କ ଫାର୍ମ ହାଉସରେ ୨ ଅଜଣା ବ୍ୟକ୍ତି

mahabharatanews