ମନୋରଞ୍ଜନ

ହାତକୁ ଦି ହାତ ହେବେ  ପ୍ରଯୋଜକ ଜ୍ୟାକି ଭାଗ୍‌ନାନି

 ‘ଦେ ଦେ ପ୍ୟାର୍‌ ଦେ’ ଫେମ୍‌ ରକୁଲ୍‌ ପ୍ରୀତ୍ ସିଂହଙ୍କ ବିବାହର ସାହାନାଇ ଆସନ୍ତା ଫେବ୍ରୁଆରିରେ ବାଜିବାକୁ ଯାଉଛି। ନିଜ ପୁରୁଷ ବନ୍ଧୁ ଅଭିନେତା ଓ ପ୍ରଯୋଜକ ଜ୍ୟାକି ଭାଗ୍‌ନାନିଙ୍କୁ ସେ ଆସନ୍ତା ଫେବ୍ରୁଆରି ୨୨ରେ ବିବାହ କରିବାକୁ ଯାଉଛନ୍ତି।

ସୂଚନାନୁଯାୟୀ , ଗତ ୨ ତାରିଖ ଦିନ ରାତିରେ ଉଭୟ ନୂଆବର୍ଷ ପାଳନ କରିବା ପରେ  ମୁମ୍ବାଇ ଫେରିଥିଲେ। ଏହିସମୟରେ ଉଭୟଙ୍କୁ ମୁମ୍ବାଇ ବିମାନବନ୍ଦର‌ରେ ଦେଖିବାକୁ ମିଳିଥିଲା। ଜ୍ୟାକି କଳା ରଙ୍ଗର ପରିପାଟୀରେ ବେଶ୍‌ ସୁନ୍ଦର ଦେଖାଯାଉଥିବା ବେଳେ ରକୁଲଙ୍କୁ ଏକ ବ୍ୟାଗି ବ୍ଲୁ ଡେନିମ୍‌ ସହ ମିକି ମାଉସ୍‌ ପ୍ରିଣ୍ଟ୍‌ ଟି-ସର୍ଟ ସହ ବ୍ଲାକ୍‌ ଜ୍ୟାକେଟ୍‌ରେ ଦେଖିବାକୁ ମିଳିଥିଲେ।

Related posts

ରିଲିଜ ହେଲା ଭାଇଜାନଙ୍କ ଫିଲ୍ମ ଟାଇଗର-୩ର ଟିଜର

mahabharatanews

ପୁଣି ସରକାରଙ୍କ ଦ୍ୱାରା ୫ଟି OTT ପ୍ଲାଟଫର୍ମ ବ୍ୟାନ

mahabharatanews

ରିଲିଜ ହେଲା  ପ୍ରଭାସଙ୍କ ଫିଲ୍ମ ସାଲାର୍‌’ର ଟିଜର୍‌ 

mahabharatanews