ଓଡିଶା

ଖୁବ ଶୀଘ୍ର ଆସିବ କଂଗ୍ରେସ ତାଲିକା 

(ଭୁବନେଶ୍ୱର) : ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏଥି ମଧ୍ୟରେ ନିଜ ନିଜ ପ୍ରଚାରରେ ଲାଗି ପଡ଼ିଛନ୍ତି ରାଜନୈତିକ ଦଳ । ବିଜେପି ଓ ବିଜେଡ଼ି କିଛି କିଛି ଆସନ ପାଇଁ ପ୍ରାର୍ଥୀ ଦେଇସାରିଥିବା ବେଳେ ପଛରେ ରହିଛି କଂଗ୍ରେସ । ଦଳ ଏଯାଏଁ କୌଣସି ଆସନରୁ ପ୍ରାର୍ଥୀ ଦେଇ ନଥିବାରୁ ଦ୍ୱନ୍ଦରେ ଆଶାୟୀ । ଏପରିକି ଭୋଟରଙ୍କୁ ପ୍ରଭାବିତ କରି ପ୍ରତିଦ୍ୱନ୍ଦୀଙ୍କୁ ମାତ୍ ଦେବାକୁ ପ୍ରଚାର ମଧ୍ୟ କରିପାରୁନାହାଁନ୍ତି । ଆଜି କିମ୍ବା ଆସନ୍ତାକାଲି ଘୋଷଣା ହେବ କଂଗ୍ରେସ ଟିକେଟ ।
ସୂଚନାନୁଯାୟୀ , ଦିଲ୍ଲୀରୁ ଫେରିବା ପରେ ତାରା ବାହିନୀପତିଙ୍କ ପ୍ରତିକ୍ରିୟା। ଆମ ଟିକେଟ ଘୋଷଣା ବିଳମ୍ବ ହୋଇଛି କହିଲେ ତାରା । ‘ପିଇସି ଟିକନିକ ତର୍ଜମା ପରେ ଲିଷ୍ଟ ଆପାତତଃ ସମ୍ପୂର୍ଣ୍ଣ ହୋଇସାରିଛି ବୋଲି ସେ କହିଛନ୍ତି। ଇଡିର ପଚରା ଉଚରା ବେଳେ କହିଲେ କେଜ୍ରିୱାଲ ବିଜେଡ଼ି ୭୨ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ସମସ୍ତଙ୍କ ନଜର ରହିଛି କଂଗ୍ରେସ ପ୍ରାର୍ଥୀ ତାଲିକା ଉପରେ ।

Related posts

ବୌଦ୍ଧରେ କେ ଭି.କେ ପାଣ୍ତିଆନ

mahabharatanews

ଚଢେଇ ପାହାଡ଼ିରେ ମାଣ୍ଡିଆର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

mahabharatanews

ପୁଣି ଜଣେ ପୋଲିସ ଅଧିକାରୀଙ୍କୁ କରୋନା

mahabharatanews