ଓଡିଶା

ପୁଣି ଜଣେ ପୋଲିସ ଅଧିକାରୀଙ୍କୁ କରୋନା

(ଅଜିତ ସାହୁ/ଜଳେଶ୍ୱର): ପୁଣି ଜଣେ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରେ ଜଣେ ପୋଲିସ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଆଣ୍ଟିଜେନ ମାଧ୍ୟମରେ ଟେଷ୍ଟ କରାଇଥିଲେ । ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ତେବେ ସେ କାର୍ଯ୍ୟରତ ଥିବା ଥାନାକୁ ସିଲ୍ କରାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ପରୀକ୍ଷା କରାଯିବା ସହ ଥାନା ପରିସରକୁ ସାନିଟାଇଜ୍ କରାଯିବ ବୋଲି ସୂଚନା ମିଳିଛି ।

Related posts

ଅଲେଖ ମହିମା ଧ୍ୱନିରେ ଜୋରନ୍ଦା ମେଳା ଆରମ୍ଭ

mahabharatanews

ଗୃହକୁ ସୁରୁଖୁରୁରେ ଚଳାଇବାକୁ ସହଯୋଗ ଲୋଡିଲେ ବାଚସ୍ପତି

mahabharatanews

ହୋମଗାର୍ଡ ହତ୍ୟା ଘଟଣା ମାମଲାରେ ୩୬ ଗିରଫ

mahabharatanews