ମନୋରଞ୍ଜନ

ବିବାହ କରିବେ ବ୍ରହ୍ମାଣ୍ଡ ସୁନ୍ଦରୀ

(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ନିଜ ବୃତ୍ତିଗତ ଜୀବନ ଅପେକ୍ଷା ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ରହିଥାନ୍ତି । ବର୍ତ୍ତମାନ ଅଭିନେତ୍ରୀଙ୍କ ପ୍ରେମିକ ରୋହମାନ ତାଙ୍କ ଜୀବନକୁ ପୁଣି ଫେରି ଆସିଛନ୍ତି । ବର୍ତ୍ତମାନ ଅଭିନେତ୍ରୀ ସୁସ୍ମିତା ସେନ୍ ନିଜ ବିବାହକୁ ନେଇ ଖୋଲାଖୋଲି ଆଲୋଚନା କରିଛନ୍ତି ।

ସୂଚନାନୁଯାୟୀ , ନିକଟରେ ଏକ ସାକ୍ଷାତକାର ସମୟରେ ସୁସ୍ମିତା ସେନ୍ ତାଙ୍କ ବିବାହ ପ୍ଲାନିଂ ବିଷୟରେ ଆଲୋଚନା କରିଥିଲେ । ଏପରିକି ନିଜ ପୂର୍ବ ପ୍ରେମିକ, ବନ୍ଧୁତାକୁ ନେଇ ଅନେକ ରୋମାଞ୍ଚକ ସିକ୍ରେଟ୍ ସେ ସୟାର କରିଥିଲେ । ଆଲୋଚନା କରିବା ସମୟରେ ଅଭିନେତ୍ରୀ କହିଥିଲେ, ନିକ ଏକ୍ସ ବୟଫ୍ରେଣ୍ତ ସହ ବନ୍ଧୁତା କରିହେବ, ହେଲା ଏହା ଟିକେ ଦ୍ୱନ୍ଦରେ ପକାଇଥାଏ । ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଏକ୍ସ ସହ ବନ୍ଧୁତା ତ ରଖନ୍ତି ହେଲେ ଏହାର ସୀମା ବଜାୟ ରଖିବା ଭୁଲି ଯାଆନ୍ତି । ବ୍ରକଅପକୁ ନେଇ ଅଭିନେତ୍ରୀ କହିଛନ୍ତି, ମୋ ଜୀବନ ନିଶ୍ଚିତ ଭାବରେ ଏକ ଖୋଲା ପୁସ୍ତକ, କାରଣ ମୁଁ ଏହାକୁ ଅତି ସଚ୍ଚୋଟତା ଏବଂ ବେଳେବେଳେ ନିର୍ଭୟରେ ବଞ୍ଚିଛିଥାଏ ।

Related posts

ବସ୍‌ରେ ଲଭବାର୍ଡ ପରିଣୀତି ଓ ରାଘବ

mahabharatanews

 ୧୧ରେ ରିଲିଜ ହେବ ସନ୍ନିଙ୍କ ଅଭିନୀତ ‘ଗଦର-୨’ 

mahabharatanews

ଅକ୍ଟୋବରରେ ବିବାହ କରିବେ ପରିଣୀତି

mahabharatanews